NIALI CHITKAR
ନିଆଳି ଚିତ୍କାର—ଏହା ନିଆଳି ର ଗର୍ବ ଓ ଆପଣଙ୍କ ସ୍ୱର। ଆମ ଲକ୍ଷ୍ୟ: ଗ୍ରାମ ର ଗୌରବ କୁ ରାଜ୍ୟ ଓ ଦେଶ ମାନଚିତ୍ରରେ ଉଠାଇବା। ଆମେ ଆଣିବୁ ନିଆଳି ର ନୂଆ ପରିଚୟ, ସବୁ ଗାଁ ରେ ଓଡ଼ିଶାର, ପହଞ୍ଚିବ ନିଆଳି ଚିତ୍କାର ! ରଚିବା ନୂଆ ଇତିହାସ।
📜 Registered under UDYAM-OD-07-0102280
🎙️ Founder: Ritesh Kumar Sarangi
📧 Grievance Officer: [email protected]
📞 9938847341
📍 Purbakhanda, Niali Block, Cuttack, Odisha – 754004
ବିଚିତ୍ର ବ୍ୟବସ୍ଥା ରୁ ଟିକେ ହଜି ଯାଇଛି ନିଆଳି ହାଟ ଜାଗା
ବିଚିତ୍ର ବ୍ୟବସ୍ଥା ରୁ ଟିକେ ବାହାରଣା ପିଲା ଖେଳିବେ କୋଉଠି
ଦୁର୍ଦଶା ରୁ କ୍ଷୋଭ ବିଚିତ୍ର ବ୍ୟବସ୍ଥା ର ନଗ୍ନତା
ଦେଖନ୍ତୁ କେତେ ଯୋଗ୍ୟ କି ଅଯୋଗ୍ୟ ଏ ବ୍ୟକ୍ତି ବର୍ଦ୍ଧିତ ଦିବ୍ୟାଙ୍ଗ ଭତ୍ତା ପାଇବାକୁ ବିଚାର ଆପଣଙ୍କର
ବିଚିତ୍ର ବ୍ୟବସ୍ଥା ରେ କାନ୍ଦୁଚି ନେତା ମଣ୍ଡଳୀ ଲୋକଙ୍କୁ ପଚାରେ କିଏ?
ବିଚିତ୍ର ବ୍ୟବସ୍ଥା ରୁ ଆଉ ଟିକେ
ନିଆଳି ର ଧଉଳିଆ ରେ କି ଆଶୀର୍ବାଦ ଦେଲେ ନିଆଳି ସରପଞ୍ଚ ଙ୍କୁ ଲୋକେ ଟିକେ ଦେଖନ୍ତୁ
ଭାଇଚାରା ର ଅଦ୍ଭୁତ ଉଦାହରଣ ନିଆଳି. ମୁସଲିମ ଭାଇ ଦାବିକରୁଛନ୍ତି ଚିକଣ ଦେବୀଦାଣ୍ଡ ମାନେ ଠାକୁର ଙ୍କ ରାସ୍ତା ପାଇଁ.
ନିଆଳିରେ ରେ ରୋହିଙ୍ଗିଆଜବରଦଖଲ ନା ଅସହାୟଭାରତୀୟମୁସଲିମପରିବାରକେବେହେବତଦନ୍ତ ନିଆଳିକୁମିଳିବଉତ୍ତର।
ନାହିଁ ମସାଣି ନା ଅଛି ରାସ୍ତା ପାଣିର ସମସ୍ୟା ତ ସବୁ ଗାଁ ରେ. ଜଲ୍ଲାରପୁର ବାସୀଙ୍କ ସ୍ୱର ସାଜିଛି ନିଆଳି ଚିତ୍କାର!
ଅବ୍ୟବସ୍ଥା ନା ଅବହେଳା. ଜବାବ ମାଗିବା କାହାକୁ ଦବ କିଏ. କିଏ ସାହା ହବ ଅଚଳ ଶଯ୍ୟାଶାୟୀ କ୍ଷେତ୍ରମୋହନ ପାଠକଙ୍କୁ 😡
ସ୍ଥାଣୁ ପ୍ରଶାସନ ଗଭୀର ନିଦ୍ରାରେ କାନ୍ଦନ୍ତି ଭୋଇସାହି ଜଲ୍ଲାର ପୁର ବାସୀ.
ବନ୍ଦେମାତରମ ସଂଗୀତ ର ଦେଢଶହ ବର୍ଷ ପୂର୍ତ୍ତିରେ ମୋଦିଙ୍କ ଆଦର୍ଶ ରେ ଉତ୍ସବ ମୁଖର ନିଆଳି.
ଲୋକଙ୍କୁ ଦରକାର ନ୍ୟାୟ ଆଉ ଅଧିକାର. ନିଆଳି ଚିତ୍କାର ଲଢ଼ିବ. ପୋଖରୀଗାଁ ରେ ଦୁର କର ଜଳ ସମସ୍ୟା ମାନ୍ୟବର ବିଡିଓ ନିଆଳି
ଆମେ ଆପଣଙ୍କ ସ୍ୱର ନିଆଳି ଚିତ୍କାର! କରୁଚୁ ଲୋକଙ୍କ ସେବା ଅଂଚଳର ସମସ୍ୟା କୁ ଆଣୁଛୁ ଆପଣଙ୍କ ନଜରକୁ ସହଯୋଗ ପାଇଁ ଆଶାୟୀ
କୁଣ୍ଡିମୂହଁ ପୋଲ ଉଦ୍ଘାଟନ କଲେବିଧାୟକଦୀର୍ଘବର୍ଷର ପ୍ରତୀକ୍ଷାପରେବିଧାୟକଙ୍କନେତୃତ୍ୱ ରେ ହେଲା ଆଖିଦୃଶିଆ ପରିବର୍ତ୍ତନ।
ବାଂକିହାଟି ଗ୍ରାମ ବାସୀ ଜଣେଇଲେ ନିଜ ଦୁଃଖ. ସମାଧାନ ଆଶା ଆମ ବିଧାୟକ ଙ୍କ ଠାରୁ.
ହସୁଚି ଦଲାଲ କାନ୍ଦନ୍ତି ଚାଷୀ. କଣ କହିବେ ଆମ ନିଆଳି ବାସୀ? Subscribe and like our channel 🙏
ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିଆଳି ର। ଉପଭୋଗ କରନ୍ତୁ। ଶିକ୍ଷକ ମାନଙ୍କୁ ଧନ୍ୟବାଦ୍।
ଅସ୍ୱାସ୍ଥ୍ୟ କର ପରିବେଶ ରେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ସମାଧାନ ପଚାରେ ନିଆଳି.
ଦକ୍ଷ ଓ କର୍ମନିଷ୍ଠ ନା ଆଉ କଣ,ପ୍ରୟାସ ଉପସ୍ଥିତି ଜାହିର କରିବା ନୁହେଁ ପରିବର୍ତନ ଆମେ ଆପଣଙ୍କ ସ୍ୱର ନିଆଳି ଚିତ୍କାର!
ଆଉ ଆତଙ୍କବାଦୀ ଆକ୍ରମଣ ସହିବନି ଭାରତ। 😡
ଉତ୍ସବ ମୁଖର ନିଆଳି ଜଗନାଥ କାଳିଆ ସାଆନ୍ତ ଙ୍କ ମାମୁଁଘର। ଜୟ ଜଗନାଥ ଜୟ ମାଧବାନନ୍ଦ ଜୟ ସୁବର୍ନେଶ୍ୱର. 🎎
ବିଜେପି କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ଙ୍କ ସହ ନିଆଳି ଚିତ୍କାର କାରଣ ଆମେ ଆପଣଙ୍କ ସ୍ୱର ନିଆଳି ଚିତ୍କାର!
ଆମ ନିଆଳି ର ଏକ ଗାଁ ରେ ଏ ପରିସ୍ଥିତି ! #niali #odia #news #ନିଆଳି ଚିତ୍କାର
ନିଆଳି ସାହି ପୂଜା ଭସାଣୀ । ସାହି ପିଲା ଙ୍କ ଦ୍ଵାରା ପ୍ରସ୍ତୁତ ।
ନିଜ ଘର କଡ଼ରେ ଅତର୍କିତ ଆକ୍ରମଣ କାହିଁକି ଏତେ ରାଗ କି ଅପରାଧ ଆମର ନିଆଳି ଚିତ୍କାର! ଡରିବନି ନିଆଳି ?
ଶ୍ରୀ ରାମେଶ୍ବର ମହାଦେବ ମନ୍ଦିର ଟୋଲା ଗୋପିନାଥପୁର ନିଆଳି କଟକ ।
ଧଳା ଜହର ?
ମଠାଧୀଶ ରାଧାକାନ୍ତ ମଠ ଶ୍ରୀ ଗୋସେଇଁ ବିନ୍ଦୁ ଭାଇନା ଙ୍କ ଯୁବକ ଙ୍କୁ ସନ୍ଦେଶ।#niali #radhapada