Das Brothers Vlogs
ନମସ୍କାର, ଜୟ ଜଗନ୍ନାଥ
ମୁଁ ଉମେଶ ଆପଣଙ୍କୁ ସ୍ୱାଗତ କରୁଛି ଆମର ଚ୍ୟାନେଲ ( Das Brothers Vlogs ) କୁ
ମୁଁ ଆଉ ମୋ ଭାଇ ମିଶି ଚେଷ୍ଟା କରିଛୁ ଭିଡିଓ ମାଧ୍ୟମରେ ଆପଣଙ୍କୁ ଗାଁର ଜୀବନ ଶୈଳୀ ଓ ପୂଜା ପାର୍ବଣ ଏବଂ ଓଡିଶାର ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀ ଓ ଓଡିଶାରେ ଥିବା ଭଲ ଭଲ ଖାଇବା ଦେଖେଇବାପାଇଁ,ସେଥିପାଇଁ ଆପଣ ଆମର ଚ୍ୟାନେଲ କୁ Subscribe କରନ୍ତୁ ଆଉ ଆପଣ ଆମକୁ Support କରନ୍ତୁ
🙏🙏🙏 ଜୟ ଜଗନ୍ନାଥ 🙏🙏🙏
#_ଜଗତସିଂହପୁରର_30_ବର୍ଷର_30_ଟଙ୍କିଆ_ଦହିବରା 👌 #dahibaraaludum #dahibara #jagatsinghpur #dasbrothersvlogs
କାକଟପୁର ମାଆ ମଙ୍ଗଳାଙ୍କ କିଛି ଅକୁହା କଥା // #maamangala #kakatpur #dasbrothersvlogs
ଆଠଗଡ଼ର NO-1 ନନା ମଟନ ହୋଟେଲ 👌 // Athagarh's Famous Nana Mutton Hotel // #mutton #athagarh #nanahotel
ଅନୁଗୋଳର Famous ମୋଟା ଭାଇ ମଟନ // Angul's Famous Mota Bhai Mutton Hotel // #mutton #angul
ନିମାପଡ଼ାର NO-1 ଗଳି ମଟନ 👌 // ମାତ୍ର 150 ଟଙ୍କାରେ ମଟନ ଥାଳି ଆଉ 50 ଟଙ୍କାରେ ମାଛ ଥାଳି // #mutton #nimapada
ଅଡଶପୁର ବାବୁଲି ମଉସାଙ୍କ 80 ଟଙ୍କିଆ ଚିକେନ ହୋଟେଲ 👌 // One Of The Best Cheap Hotel In Adaspur // #chicken
ଭୁବନେଶ୍ବରର ଫେମସ ରବି ଭାଇଙ୍କ 25 ଟଙ୍କିଆ ପଖାଳ // ଗରିବଙ୍କ ପେଟର ଭୋକ ବୁଝିଥାନ୍ତି // ଭୁବନେଶ୍ବରର ପଖାଳ ମଣିଷ🙏 //
ଅନୁଗୋଳର ସୁନିଆ ମଉସାଙ୍କ 80 ଟଙ୍କିଆ ଚିକେନ ସୋରିଷ ବେସର // ପ୍ରଥମ ଥର ଖାଇଲୁ ଚିକେନ ବେସର କୁ ତାଉଆ ମାଛ ଭଜା #angul
ଅଡଶପୁରର ଗାଁର ଦାଦା ପୁତୁରାଙ୍କ 70 ଟଙ୍କିଆ ଦେଶୀ ହୋଟେଲ // ହୋଟେଲର କିଛି ନାଁ ନାହିଁ, କିନ୍ତୁ ଥରେ ଖାଇଲେ ଝୁରିବେ 👌
ପୁରୀ ବାଇପାସର କାଳିଆ ଭାଇଙ୍କ 150 ଟଙ୍କିଆ ପାଲ ପକା ଝୁମ୍ପୁଡି ମଟନ ହୋଟେଲ // Mutton Thali Only 150₹ // #mutton
ଜଗତପୁର ଓସ୍ତ ଗଛ ତଳେ ଶରତ ମଉସାଙ୍କ 160 ଟଙ୍କିଆ ମଟନ ହୋଟେଲ // Jagatpur Famous Mutton Hotel #mutton #cuttack
ପାରାଦ୍ବୀପ ସମୁଦ୍ର ମଝିରେ ବୋଟରେ 15 ଦିନ ମାଛ ଧରାଳିଙ୍କ ଜୀବନ 🙏 ମହାବାତ୍ୟାର ଅକୁହା କଥା // କୋଟିଏ ଟଙ୍କାର ବୋଟ //
ଇନଫୋସିଟି ଛକର ଫେମସ ଭାଇ-ଭାଇ ଚିକେନ ଚକୁଳି // ମାତ୍ର 30 ଟଙ୍କାରେ ପେଟ ଭର୍ତ୍ତି ଖାଇବା // #chicken #chakuli
ପୁରୀର Famous କଚେରୀ ମଟନ ହୋଟେଲ 👌 // One Of The Best Mutton Hotel In Puri // #mutton #puri #hiddenhotel
ମାଆ କାଳିଜାଇ ମନ୍ଦିର 🙏 // ଚିଲିକା ମଝିରେ ଡ଼ଙ୍ଗା // Odisha's Famous Maa Kalijai Temple // #kalijaitemple
କଟକ CDA-10 ର ଭାଇ-ଭାଉଜଙ୍କ 130 ଟଙ୍କିଆ ମଟନ ହୋଟେଲ 👌 // Unlimited Mutton Thali Only 130 Rupees // #mutton
ପଟିଆ ବିଷ୍ଣୁ ଭାଇଙ୍କ ମଲ୍ଲି ଫୁଲିଆ ପାଲ ପକା ହୋଟେଲ // ଗ୍ରାଜୁଏସନ ଷ୍ଟୁଡେଣ୍ଟ ରୁ ହୋଟେଲ //#chicken #hiddenhotel
ନୟାଗଡ଼ର ଦ୍ଵିତୀୟ ଅଯୋଧ୍ୟା ରାମ ମନ୍ଦିର 🙏 // ପୁରା ଆତ୍ମା ଶାନ୍ତି ଖାଇବା 👌 // Nayagarh's Famous Ram Mandir //
ମାତ୍ର 70 ଟଙ୍କାରେ ପଖାଳ ସହିତ 10 ପ୍ରକାର ଆଇଟମ 👌Mutton Thali 150₹ / ଖଣ୍ଡଗିରି ନାକା ଛକର NO-1 ଦହି ପଖାଳ ହୋଟେଲ
କଟକ କାଠଯୋଡ଼ିର ଶଶୁର ଜ୍ୱାଇଁ ହୋଟେଲ // କଞ୍ଚା ମାଛ ମୁଣ୍ଡ ପୋଇ ଘାଣ୍ଟ 👌 One Of The Best Desi Hotel In Cuttack
ଢେଙ୍କାନାଳର ପ୍ରସିଦ୍ଧ କପିଳାସର ବାବା ଚନ୍ଦ୍ରଶେଖରଙ୍କ ମନ୍ଦିର 🙏 ମାତ୍ର 70 ଟଙ୍କାରେ 7 ପ୍ରକାର ପ୍ରସାଦ 👌#dhenkanal
ଏକାମ୍ର ହାଟ ପାଖ ଅସଲି ହୋଟେଲର ଅସଲି ଖାସି ମାଂସ ଝୋଳ || One Of The Best Mutton Hotel In Bhubaneswar #mutton
ପିପିଲିର ଜଣେ କଳାକାର ଭାଇଙ୍କ ଫେମସ ଦହି ପଖାଳ ସାଙ୍ଗକୁ ତାଉଆ ମାଛ ଭଜା 👌 ଯାତ୍ରା କଳାକାର ରୁ ହୋଟେଲ ମାଲିକ #pakhala
ଯାଜପୁର ଟାଉନର 40 ବର୍ଷର ପୁରୁଣା କାଳିଆ ଭାଇ ମଟନ ହୋଟେଲ || One Of The Oldest Mutton Hotel In Jajpur Town ||
ପିପିଲି ରୁଦ୍ର ଭାଇଙ୍କ 60 ଟଙ୍କିଆ ଝୁମ୍ପୁଡି ହୋଟେଲର ପୋଇ ଚିଙ୍ଗୁଡ଼ି ଘାଣ୍ଟ ସାଙ୍ଗକୁ ଚିକେନ କସା || #pipili #food
ଟାଙ୍ଗୀର ପ୍ରସିଦ୍ଧ ଛେନା କାକରା || Odisha's Famous Tangi Kakara || କେମିତି ତିଆରି ହୁଏ ଦେଖନ୍ତୁ...???#kakara
ଖୋର୍ଦ୍ଧାର ଡୋରା ଭାଇଙ୍କ ଛୁଙ୍କ ଦହି ପଖାଳ 👌 || ମାତ୍ର 80 ଟଙ୍କାରେ 10 ପ୍ରକାର ଘରୋଇ ଖାଇବା || #pakhala #khordha
ଟଙ୍କପାଣି ବ୍ରିଜ୍ ନଈ କୂଳର NO-1 ରମେଶ ଭାଇନା ମଟନ ହୋଟେଲ 👌 ଏଠି ଶ୍ରମିକ ଓ ଡ୍ରାଇଭର ଭାଇମାନଙ୍କ ବହୁତ ଭିଡ଼ ଲାଗେ ||
ଜଗତପୁର ଶାନ୍ତି ମାଉସୀଙ୍କ ହାତରନ୍ଧା ବାସି ପଖାଳ ସାଙ୍ଗକୁ ଚିକେନ କସା 👌 || Unlimited Pakhala Thali Only ₹60 ||
ବାଦାମବାଡ଼ିର ଲେଙ୍ଗେଡା ମଉସାଙ୍କ 40 ଟଙ୍କିଆ ପଖାଳ ହୋଟେଲ 👌 ମାତ୍ର 40 ଟଙ୍କାରେ 5 ପ୍ରକାର ଆଇଟମ || କଟକର ପଖାଳ ମଉସା