SABARA SAMAJ 2.0

ନମସ୍କାର ମୁଁ ମହେଶ୍ୱର ଦଳବେହେରା ! ଆପଣ ମାନଙ୍କୁ ମୋ ଚ୍ୟାନେଲ ରେ ସ୍ୱାଗତ ଜଣାଉଛି ! ମୁଁ ଆପଣ ମାନଙ୍କୁ ଶବର ସମାଜ ର ସୌରା ଗୀତ ଏବଂ ସୌରା ଅଲବମ ଗୀତ ମୁଁ ଆପଣମାନଙ୍କୁ ଶୁଣେଇବାକୁ ଅଧିକ ରୁ ଅଧିକ ଚେଷ୍ଟା କରୁଚି ! ସେଇତି ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ ! ତେଣୁ ଆପଣମାନଙ୍କୁ ମୋର ଅନୁରୋଧ କରୁଛି ଯେ ମୋ ଚ୍ୟାନେଲ କୁ ସମସ୍ତେ SUBSCRIBE କରିବେ ବୋଲି ମୋର ଆଶା (ଧନ୍ୟବାଦ)
SUBSCRIBER 290K