ODISHA CULTURE

ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏
⭕❗⭕....

ଆପଣ ମାନଙ୍କୁ ବିନମ୍ବର ପ୍ରଣାମ ଜଣାଉଛି , ଏବଂ ଆମ ODISHA CULTURE Chanel କୁ ସ୍ଵାଗତ ଜଣାଉଛି ||🙏

ଏହି Chanel ରେ ରାମଲୀଳା , ପାଲା, ଭଜନ , ଓଡ଼ିଶୀ, ଏବଂ ODISHA CULTURE ଭିଡ଼ିଓ ପରିବେଷଣ କରିବୁ ଆପଣ ମାନେ ସବୁ ଭିଡ଼ିଓ ଦେଖି ପାରିବେ , ଏବଂ ଆମ ଓଡ଼ିଶାରେ ଯେତେ ପୁରୁଣା ମନ୍ଦିର ଅଛି ସେ ଭିଡ଼ିଓ ବି ଦେଖିପାରିବେ,ଏବଂ ଆମର ଏ କୌଣସି volg ଚ୍ୟାନେଲ୍ ନୂହେଁ, ଆଗକୁ ଅଧିକା ଭିଡ଼ିଓ ଦେଖିବା ପାଇଁ ଆମ chanel ku Subscribe କରିବାକୁ ଅନୁରୋଧ ଏହିକି ଆମେ ଯେଉ ଭିଡ଼ିଓ ଛାଡ଼ିବୁ ଆପଣ ମାନେ ତାହା ପ୍ରଥମେ ଦେଖି ପାରିବେ , ଆପଣ ମାନଙ୍କୁ ଆମେ କେବେ ନିରାଶ କରିବୁ ନାହିଁ ,
ରହୁଛୁ , ଜୟ ଜଗନ୍ନାଥ ⭕‼️⭕
🙏
Contact _8144011327 ,what'sup

ଜଦି ଆପଙ୍କର ଗ୍ରାମ ରେ ପ୍ରୋଗାମ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ Contact- 8144011327,9338282980 ଏହି ନମ୍ବର ରେ ଯୋଗାଯୋଗ କରିପାରିବେ, ମା ମଙ୍ଗଳା ରାମ ନାଟ୍ୟ,ହରିପୁର , ବୀରପୁରୁଷୋତ୍ତମପୁର , high school ମଉନିମଠ