SUNIL Official Vlogs

ଜୟ ମାଁ ସମଲେଇ 🙏🙏 ମୁଇଁ ହେଉଛେ ଓଡିଶା ରାଜ୍ୟ ର ଗୋଟେ ସୁନ୍ଦର ଛୋଟୀଆ ଜିଲ୍ଲା ର ପିଲା ଯାହାର ନାଁ ହେଉଛେ ନୂଆପଡା || ଆଉ ମୋର Youtube Channel ମାଧ୍ୟାମ ତି ଅନେକ ତୀର୍ଥ କ୍ଷେତ୍ର, ଅନେକ ସୁନ୍ଦର ପାହାଡ଼ ,ପ୍ରାକୃତିକ ,ପଯ୍ୟଟନ ସ୍ଥଳ, ନଈ, ଝରଣା, ଗାଁ, ଗଣା, ସହର, ସବୁ ପ୍ରକାର ସୁନ୍ଦର ଭରା ଭିଡିଓ ଦେଖାବାର ଆଉ ଲୋକ ମାନଙ୍କର ସାମ୍ନା କେଁ ଅନବାର ମୋର କାମ 🙏ଯାହାର ଦ୍ଵାରା ସମସ୍ତେ ଜାଣି ପାରବେ ଆଉ କିଛି ଶିଖି ପାରବେ (ଆଉ ଗୋଟେ ବି କାମ ମୁଇଁ ନିଜେ ସାଇକେଲ 🚲ରେ କେଦାରନାଥ 3200 କିଲୋମିଟର ଯାତ୍ରା କରି ସଫଳ ବି ହେଇଛେ,ଏତାର ପରେ ପୁରା ଭାରତ କେଁ ବି ମୁଇଁ ସାଇକେଲ 🚲ତି ଯାତ୍ରା କରିମି ବଳି ଚାହୁଁଛେ 🙏ବାକି ହେଲା ଆପଣମାନଙ୍କ ର ସପୋର୍ଟ 🙏🙏🙏❤️Jay Maa Samlei