Subha Odia Vlogs

Welcome to my YouTube channel
Alekha Mahima Sarana 🙏🙌

ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ - ମହାତ୍ମା ସନ୍ଥକବି ଭୀମ ଭୋଇ।🙏
ମହିମାଗାଦୀ, ଯୋରନ୍ଦା, ଢେଙ୍କାନାଳ, ଓଡ଼ିଶା

ଏହି Channel re ଆପଣ ବିଶ୍ୱ ପ୍ରସିଦ୍ଧ ମହିମାଗାଦୀ, ଯୋରନ୍ଦା ର ସମସ୍ତ ନୀତି, ଚତୁର୍ଦ୍ଦଶୀ, ଯୋରନ୍ଦା ମାଘ ମେଳା ଯାତ୍ରା, ଭିକ୍ଷା, ମହିମା ଗୋସାଇଁ ଙ୍କ ନୀତି ଦର୍ଶନ ଶରଣ ବ୍ୟବହାର,ଅଲେଖ ମହିମା ଭଜନ, ଝାଡ଼ଦୀପ ଜlଳା,Shorts Video, ବେଢ଼ା ପରିକ୍ରମା, ଖଞ୍ଜଣି ଭଜନ, ଦର୍ଶନ ଶାସ୍ତ୍ର, ମହିମା ଧର୍ମ କବିତା ସଂକଳନ ,ମହିମା ଧର୍ମ ରେ ପାଳିତ ସମସ୍ତ ଉତ୍ସବ,ଏବ° ମହିମା ଧର୍ମ ର ସମସ୍ତ ରହସ୍ୟ ଓ ଇତିହାସ ସମ୍ବନ୍ଧୀତ videos ଦେଖିପାରିବେ। ଏବ° ଆମ ଓଡ଼ିଆ ସଂସ୍କୃତି ପରମ୍ପରା ତଥା ପାଲା, ଦାସକାଠିଆ,ଦଣ୍ଡ, ଅଷ୍ଟପ୍ରହରୀ, ଜନ୍ମାଷ୍ଟମୀ, ମହାଶିବରାତ୍ରି, ରଥଯାତ୍ରା, ଲକ୍ଷ୍ମୀପୂଜା, Celebrity Live Concert, ଦୁର୍ଗାପୂଜା, ରାବଣପୋଡ଼ି, ଆମ ଓଡ଼ିଆ ଘର ର ସମସ୍ତ ପର୍ବ ପର୍ବାଣୀ, ଓଡ଼ିଶା ର ପ୍ରସିଦ୍ଧ ସ୍ଥାନ, ଆମ ଆଞ୍ଚଳିକ ଯୋରନ୍ଦା ଗ୍ରାମ ରେ ତଥା ଆଖପାଖ ଅଞ୍ଚଳ ର ସମସ୍ତ ଖବର ସବୁ କିଛି କୁ ଆପଣ ଆମ YouTube channel Subha Odia Vlogs ରେ ଦେଖି ପାରିବେ।
ସେଥି ପାଇଁ ବନ୍ଧୁ ମାନେ ଆପଣା ଙ୍କ ଭଲପାଇବା ଓ Support ଦରକାର 🙏

ଗୁରୁ ମହିମା ଅଲେଖ 🙏🙌🙌🙏