MAHAVEER ASHRAM JAKALA

धर्मो रक्षति रक्षिता धर्म
ଯକଲା ମହାବୀରଙ୍କ ପୀଠ ବୋଲଗଡ ମଣ୍ଡନଗିରି ପର୍ବତ ଉପରେ ପ୍ରାକୃତିକ ପରିବେଶରେ ଥିବା ଏକ ସୁନ୍ଦର ଆଶ୍ରମ ଯେଉଁଠାରେ ସାଧୁ ସନ୍ଥ ଏକାନ୍ତରେ ସାଧନାରେ ସର୍ବଦା ଲିପ୍ତ ରହିଥାନ୍ତି | ଏହି ଚାଁନେଲର ଉଦେଶ୍ୟ ସନ୍ଥ ମାନଙ୍କର ସାଧନାକୃତ ଅନୁଭବ ଓ ଧର୍ମର ମାର୍ଗକୁ ପ୍ରସାର କରିବା |
ଆପଣ ମାନଙ୍କୁ ଅନୁରୋଧ ବିପୁଳ ପରିମାଣରେ share ଓ subscribe କରି ଆମ ସମାଜକୁ ଧର୍ମ ମାର୍ଗରେ ଚାଲିବାକୁ ପ୍ରେରଣା ଦେବା l

ଜୟ ସୀତାରାମ 🙏
contact - ଯକଲା ମହାବୀର ଆଶ୍ରମ - 8369433100