PSM DAVID 03

ନମସ୍କାର ମୁଁ ଶିବ ସିଂ ।
ଆପଣ ମାନଙ୍କୁ ମୋ ଚ୍ୟାନେଲ ରେ ସ୍ୱାଗତ କରୁଛି । ମୁଁ ମୋ ଜୀବନ ର ଅନୁଭୂତି ଏବଂ ଭାରତ ର ବିଭିନ୍ନ ରାଜ୍ୟ ର ପରମ୍ପରା, ନାଚ, ଗୀତ, ଚାଷ,ପର୍ଯ୍ୟଟନ ସ୍ଥାନ, ଖାଇବା, ପିଇବା,ରହିବା, ସହର, ପର୍ବ, ପର୍ବାଣି ବିଷୟ ରେ ଦେଖାଇବାକୁ ଚାହୁଁ ଅଛି ।
ଆପଣ ମାନେ ମୋତେ ସହଯୋଗ କରନ୍ତୁ ।

ସମସ୍ତ ଙ୍କୁ ମୋର ଧନ୍ୟବାଦ 🙏🙏🙏