Natya kalakar

ସମସ୍ତ ଙ୍କୁ ମର ଜୁହାର 🙏🙏ଏଇଟା ହେଉଛି ମୋର ୟୁଟ୍ୟୁବ ଚେନାଲ ନାଟ୍ୟ କଳାକାର ୟୁଟ୍ୟୁବ ଚେନେଲ ଏହି ଚେନେଲ୍ ମାଧ୍ୟମରେ ଯେତେ ବି କଳାକାର ମାନଙ୍କ ଦ୍ବାରା ହେହୁଥିବା କାର୍ଯକ୍ରମ ତାହା ସବୁ ଦେଖିବାକୁ ପାଇବେ ଯଥା- ନାଟକ,କୀର୍ତ୍ତନ,ପାଲା, ବୈଠକି ଓ ଅନ୍ୟାନ୍ୟ ପ୍ରକାର କଳା ସଂସ୍କୃତ ଦେଖିବାକୁ ପାଇବେ ଏହି ଚେନେଳ କୁ subscribe କରି କି ରଖନ୍ତୁ 🙏🙏