Sangamai Farming
We make farming related videos so can visit for farming.
ଦର୍ଶକ ବନ୍ଧୁ ମୁଁ ଗିରି ଧର ଜଣାଉଛି ଓଡିଶା ର ଶବର ଚାଷୀ ବନ୍ଧୁ ମାନଙ୍କ ଚାଷ ର ପ୍ରଣାଳୀ ସେମାନେ ନିଜ ଚାଷ କାର୍ଯ୍ୟ କୁ ଉନ୍ନତି କରି ପାରୁଛନ୍ତି ଏବଂ ଚାଷ ରୁ କେତେ ଟଙ୍କା ଆୟ କରି ପାରୁଛନ୍ତି ସେହି ବିଷବସ୍ତୁକୁ ଭିଡିଓ ମାଧ୍ୟମ ରେ ଜଣାଇବାକୁ ଚେଷ୍ଟା କରୁଛି ।ମୋର ଆଇଡ଼ିଆ ରେ ମୁଁ ଯେଉଁ ସବୁ ଚାଷ କରୁଛି ଆପଣ ମାନଙ୍କୁ ଜଣାଇବାକୁ ଚେଷ୍ଟା କରୁଛି। ଆପଣ ଇଛୁକ ତେବେ ମୋ chennal କୁ ଯାଇ ଦେଖନ୍ତୁ ଆମ ଅଞ୍ଚଳ ରେ ପୁରୁଣା ପଦ୍ଧତି ଅବଲମ୍ବନ କରି ଚାଷ କରି ଆସିଥିବା ଚାଷ କୁ କିପରି ଭାବରେ ନୂତନ ପଦ୍ଧତି ରେ କରି ପାରୁଛୁ । ସେହି ଚାଷ ବିଷୟ ରେ ଚାଡଛୁ ।
Tomato chasa।Jhudung chasa।Dhan chasa। Lanka chasa।Janhi chasa। Kapa Chasa। kalara chasa। bhendi chasa। potal chasa। beans chasa। kankada chasa। Ghia turuda chasa।
କମ ସମୟ limit ଚାରା ବିକ୍ରୀ ଶୀଘ୍ର କିଣନ୍ତୁ ପୋଟଳ ଚାରା।potal chasa odia। pointed gourd farming odisha
ଲଙ୍କା ଫସଲ ରେ ପତ୍ର ମୋଡା ପ୍ରତିକାର।Diseases In Chilli। chilli farming । lanka chasa odia।
ଥରେ ଲଗାଇ ଜୀବନ ସାରା ଅମଳ କରିବା।Khamba Aloo Chasa Odia
ଧାନ ଫସଲ ରେ ହଳଦୀଆ କାହିକି ହୁଏ।Diseases affecting rice crops and their solutions। paddy farming
କେବେ ଲଗାଇବା ବର୍ଷା ଦିନ କାକୁଡି ।Kakudi Chasa Kemiti Kariba। cucumber 🥒 farming odisha।
ଶୀଘ୍ର କରନ୍ତୁ ଦୁଇ ଟି କାମ କପା ଚାଷ ରେ।Kapa Chasa Odia। cotton farming odisha।
ଆଗୁଆ ଧନିଆ ପତ୍ର ଚାଷ ଲାଭ ଦାୟକ i Dhania Chasa Kemiti Kariba। coriander leaves farming odisha।
କେମିତି କରିବା ଜହ୍ନି ଚାଷ।Jahni Chasa Kemiti Kariba। Ridge guard farming odisha।
କାଙ୍କଡ଼ ଗଛ ରେ ରାଞ୍ଝା ଦେବା କେମିତି?।Kankada Chasa Odia। spine guard farming in odisha।
ବୁଦା ଝୁଡୁଙ୍ଗ ଚାଷ 2025।Jhudung Chasa Odia cowpea beans farming odisha।
ପ୍ରାକୃତିକ ଲେମ୍ବୁ ।Natural Lemon Farming Odisha
ବୁଦା ଝୁଡ଼ୁଙ୍ଗ 35 ଦିନ ମଧ୍ୟରେ କଣ କରିବା Jhudung chasa odia video।cowpea beans farming।
ସାରୁ ଚାଷ କେମିତି କରିବା।Saru Chasa Kemiti Kariba।taro roots farming odisha।
ଜୁନ୍ ମାସ ରେ ଏହି ଫସଲ ଲଗାନ୍ତୁ। Pariba Chasa Odia। farming odisha।
ମେ ମାସ ଏହି ଫସଲ ଲଗାନ୍ତୁ ଆଗୁଆ ଅମଳ।May Last Sowing this Seeds । Farming Odisha।
କେଉଁ ଭେଣ୍ଡି ଲଗାଇଲେ ସାହିବି ରୋଗ ହୁଏ ନାହିଁ।bhendi chasa kemiti kariba। okra farming in odisha।
ଦୁଆଁ ପତ୍ର ଚାଷ କେମିତି କରିବା।Duan Patra Chasa Kemiti Kariba। tobacco farming odisha।
ବିନା ହଳ ରେ ସୂର୍ଯ୍ୟମୁଖୀ ଚାଷ। Suryamukhi Chasa Odia ।sun flowers farming in odisha ।
ଗୁଆର ଚାଷ 40 ଦିନ ପରେ।Guar chasa odia। cluster beans farming odia।
ମୁଁ ସୋଲାର ପ୍ୟାନେଲ ଲଗାଇଲି।Solar System In Odisha।solar with farming in odisha।
40 ଦିନ ମଧ୍ୟରେ କେଉଁ ଯତ୍ନ ନେବା ଖରାଦିନ tomato 🍅। Tomato Chasa Odia। tomato farming odia
High-tech ପଦ୍ଧତି ରେ ପୋଟଳ ରଂଝା।Potal Chasa Odia। pointed gourd farming in odisha
ବ୍ଲାକ ବେଙ୍ଗଲ ଛେଳି ଚାଷ।Desi Goat Farming In Odisha।goat farming in odia।
ଶୁଖିଲା ଲଙ୍କା ଚାଷ।lanka Chasa Odia।chili 🌶️ farming in odisha।
The Secret Techniques of Kalara Chasa।Kalara Chasa Odia। bitter gourd farming
ଭେଣ୍ଡି ଚାଷ ରେ ସମସ୍ୟା ଓ ରୋଗ ସମାଧାନ।Khara Dinia Bhendi Chasa
ଖରା ଟିଆ ଧାନ ଚାଷ କେମିତି କରିବା।Dhan Chasa Kemiti Kariba। paddy cultivation।
Jhudung Chasa Kemiti Kariba।long yard farming Odia। Jhudung farming
ଜାନୁୟାରୀ ପ୍ରଥମ ସପ୍ତାହରେ ଲଗାଇ କିଲୋ ପ୍ରତି ୫୦ରୁ ୬୦ବିକନ୍ତୁ। Vegetable Farming In Odisha।
ଛେଳି ଚାଷ କେମିତି କରିବା।Cheli Chasa Kemiti Kariba। cheli farming in odisha