art by malu
ମୁଁ ଜଣେ କଳାପ୍ରେମୀ ଚିତ୍ରକାର । ଛଟବେଳୁ ମୁଁ ରଙ୍ଗ, ଆକୃତି ଓ କଳ୍ପନା ସହିତ ମୋର ଗଭୀର ସମ୍ପର୍କ ରହିଛି ।
ପ୍ରକୃତି, ମାନବୀୟ ଭାବନା ଓ ଆମ ସାଂସ୍କୃତିକୁ ମୁଁ ମୋର ଚିତ୍ରରେ ପ୍ରକାଶ କରେ ।
ଯଦିଆପଣଙ୍କୁ କଳା, ଚିତ୍ରାଙ୍କନ ଓ ସୂଜନଶୀଳତା ଭଲଲାଗେ
ତେବେ ଏହି Channel କୁ subscribe କରନ୍ତୁ ଓ ସହଭାଗୀ ହୁଅନ୍ତୁ ।