Sambalpuri Weavers Raj



All videos are made with original commentary & voice over

"ନମସ୍କାର ବନ୍ଧୁମାନେ ! ଏ ହେଉଛି ଆମ ଚ୍ୟାନେଲ — ସମ୍ବଲପୁରୀ ଶାଢ଼ୀ ବୁଣା ର ଜୀବନ୍ତ ଗାଥା।"
ଏଠାରେ ଆପଣ ମାନେ ଦେଖିପାରିବେ କିପରି ଏକ ଘରୋଇ ତନ୍ତୁ ଘର ମଧ୍ୟରେ ହସ୍ତଶିଳ୍ପୀ ମାନେ
ସୁତା ରେ ରଙ୍ଗ ଭରନ୍ତି, ତଣା ବିଛାନ୍ତି ,
ଓ ଲୁମ୍ ଚଲାଇ ବନ୍ଧନରେ ଡିଜାଇନ୍ ଗଢ଼ନ୍ତି।

ଆମ ଉଦ୍ଦେଶ୍ୟ:
ଦେଶ ଓ ବିଦେଶ ର ଲୋକମାନେ ଜାଣିପାରନ୍ତୁ କିପରି ଏକ ସମ୍ବଲପୁରୀ ଶାଢ଼ୀ ପଛରେ ଥାଏ,
ଦିନ ଓ ରାତି ର ଶ୍ରମ, ନେତ୍ର ଓ ହୃଦୟ ର ଅଭିନ୍ନ ଅଂଶ।

ଆପଣ ଏଠାରେ ପାଇପାରିବେ:
ପୁରା Sambalpuri Sadhi Bunai Process A-Z
ଲୋକାଳ ଶିଳ୍ପୀଙ୍କ କାହାଣୀ
ବୁନା ପ୍ରକ୍ରିୟାର real video footage
ଅପରିଚିତ ଟେକ୍ନିକ୍ ଓ ଟ୍ରାଡିସନ
ଓଡ଼ିଶା ର ଲୁପ୍ତ ହେଉଥିବା ଶିଳ୍ପ ର ସୁନ୍ଦର ପୁନର୍ଜୀବନ

ଯଦି ଆପଣ Sambalpuri ଶିଳ୍ପ, ସମଲପୁରୀ ସଂସ୍କୃତି, ଓ ହସ୍ତଶିଳ୍ପକୁ ଭଲପାଆନ୍ତି — ତେବେ ଏହି ଚ୍ୟାନେଲ ଆପଣଙ୍କ ପାଇଁ।

📍 ଲୋକେସନ୍: ସମ୍ବଲପୁର,ବଲାନ୍ଗିର, ଓଡ଼ିଶା
🎥 Video ର ଧାରା: Handloom weaving,saree desing,loom setup, artisan interviews
🔔 Subscribe କରନ୍ତୁ, ଲାଇକ୍ କରନ୍ତୁ, ଓ ଆମର ନୂଆ ଭିଡିଓ ପାଇଁ ବେଲ୍ ଆଇକନ୍ ଦବାନ୍ତୁ!
🌾 "ସମ୍ବଲପୁରୀ ଶାଢ଼ୀ — ଏକ ପୋଷାକ ନୁହେଁ, ଏକ ଗର୍ବ ଓ ଗଓରବ ଗାଥା।

I Love u all
Mor. YouTube Family ❤