ss divyanshi lifestyle
Hi friends my name is ss sagarika ‼️❤️ my channel is cocking related.i always cook in old and new style and share it with all my viewers,which everyone can like.
ମେଳା ବା ଯାତ୍ରା ପରି ମଥୁରା କେକ ରେସିପୀ ‼️(Mathura Cake Recipe in odia)‼️
ଏମିତି ବନାନ୍ତୁ ପାଳଙ୍ଗ ଶାଗ ଆଳୁ ବଡ଼ିର ଭଜା ଅଧିକା ସ୍ବାଦିଷ୍ଟ ଲାଗିବ‼️ (Palanga Saga Recipe )‼️
ଓଡ଼ିଶା ଷ୍ଟାଇଲ୍ ସିଙ୍ଗଡl ରେଶୀପି ‼️(Odisha Style Crispy Singada Recipe)/Samosa Recipe ‼️
ମାର୍କେଟ ଠୁ ସ୍ବାଦିଷ୍ଟ ଏହି ଭେଜ୍ ଚଉମିନ୍. ଥରେ ବନେଇଲେ ବାର୍ ବାର୍ ବନାଇବାକୁ ଇଚ୍ଛା ହେବ ‼️(Veg Noodles Recipe)
ବିନା ମଇଦାରେ ଖାସ୍ତା ଫୁଲା ଫୁଲା ଅଟା ଆଳୁ କଚୁଡ଼ି‼️ (Ata Aloo kachori recipe in odia)(Alu kachudi)‼️
କଡାଇରେ ବନାନ୍ତୁ ଦୁନିଆର ସବୁଠୁ ସହଜ କେକ୍.ଘରେ ଥିବା ଅଳ୍ପ ସାମଗ୍ରୀରେ ବନାନ୍ତୁ ‼️(SUPER TASTY CAKE RECIPE )🎂
ଏମିତି ଚିକେନ୍ ତରକାରୀ ଥରେ ବନାନ୍ତୁ ସ୍ବାଦ କେବେ ଭୁଲି ପାରିବେନି. (chicken curry recipe )‼️
ସୋୟା ବଡିକୁ ଏମିତି ବନାନ୍ତୁ nonveg ଖାଇବା ଭୁଲିଯିବେ ‼️ soyabean curry recipe in odia ‼️
ଶୀତ ଦିନରେ ତିଆରି କରନ୍ତୁ.ସ୍ବାଦିଷ୍ଟ ଟେଷ୍ଟି ଟେଷ୍ଟି ମୂଳା ପରଟା (Mooli Paratha Recipe)‼️
କୋଶଳl ଶାଗ ଭଜା ପଖାଳ ହେଉ ବା ଗରମ ସବୁଥିରେ ଖାଇବାକୁ ସ୍ବାଦିଷ୍ଟ ଲାଗିବ .(KOSALA SAGA BHAJA RECIPE )‼️
ଲଙ୍କା ଚପ୍ କିଛି ସିକ୍ରେଟ୍ ଟିସ୍ପି ସହିତ ବନାନ୍ତୁ. ସ୍ବାଦ ମାର୍କେଟ ପରି ଚଟ୍ ପଟା ଲାଗିବ (SIMLA LANKA CHOP)‼️
ମଜାଦାର୍ ଆଳୁ ମଞ୍ଚୁରିଆନ୍.ଥରେ ଏମିତି ବାନାନ୍ତୁ ବାର୍ ବାର୍ ଖାଇବାକୁ ଇଚ୍ଛା ହେବ.(CRISPY ALOO MANCHURIAN )‼️
ରେଷ୍ଟୁରାଣ୍ଟ ଠୁ ବହୁତ୍ ସ୍ବାଦିଷ୍ଟ ଏହି ପାଳଙ୍ଗ ପନିର୍ (TADKA VAALA PALANGA PANEER RECIPE IN ODIA )‼️
ବିନା ପିଆଜ ରସୁଣ ଡାଲମା ଥରେ ମୋ ଷ୍ଟାଇଲ୍ ରେ ପ୍ରସ୍ତୁତ କରନ୍ତୁ. ସ୍ଵାଦ ମନ୍ଦିର ଡ଼ାଲମା ପରି ଲାଗିବ‼️ODIA DALMA‼️
ମୁସ୍ ମୁସିଆ ଫୁଲ କୋବି ପକୋଡ଼ା.‼️(CRISPY PHULA KOBI PAKODA IN ODIA RECIPE )‼️
ସବୁ ଓଡ଼ିଆ ଙ୍କ ପ୍ରିୟ କୋଶଳl ଶାଗ ବେସର/ତରକାରୀ.ଥରେ ଖାଇଲେ ବାର୍ ବାର୍ ବନେଇ ଖାଇବେ.. (KOSALA SAGA RECIPE )‼️
ପାଟିରୁ ଛାଡ଼ିବନି ଏମିତି ମାଛ ତରକାରୀ ଖାଇଲେ. ହୋଟେଲ୍ ରେଷ୍ଟୁରାଣ୍ଟ ମାଛ ତରକାରୀ ବି ଫିକା ଲାଗିବ (Fish curry 🍛)‼️
ସ୍ବାଦିଷ୍ଟ ଓଡ଼ିଆ ଘରର ବୁଟ ଡାଲି ମାଛ ମୁଣ୍ଡ ଘାଣ୍ଟ /ତରକାରୀ. (BUTA DALI MACHHA MUNDA GHANTA)‼️
ଖାଇଲେ ପାଟିରୁ ଛାଡ଼ିବନି /ଘୁଗୁନି (ବିନା ପିଆଜ ରସୁଣ)ଏମିତି ବନେଇ ଖାଆନ୍ତୁ ବେଶୀ ସ୍ବାଦିଷ୍ଟ ଲାଗିବ‼️(GHUGUNI )‼️
ଚଟ୍ ପଟା ଆଳୁର ମୋମୋ ଘରେ ବନେଇବା ବହୁତ୍ ସହଜ ଖାଇବାକୁ ବହୁତ୍ ଟେଷ୍ଟି‼️ ( Potato Momos recipe In Odia )‼️
ଭୋଜି ଷ୍ଟାଇଲ୍ ସ୍ବାଦିଷ୍ଟ ଫୁଲ କୋବି ଆଳୁ ତରକାରୀ ‼️(PHULA KOBI ALU TARKARI )‼️
ଥରେ ପାଚିଲା କଦଳୀର ସୁଆଦିଆ ଏହି କାକରା ପିଠା ଖାଇ ଦେଖନ୍ତୁ. ସ୍ଵାଦ କେବେ ଭୁଲିବେନି (Kadali kakara Recipe )‼️
ଆଳୁ ଦମ୍ ସହିତ ଏ ପାଳଙ୍ଗ ପୁରି ର ମଜା ନିଅନ୍ତୁ (Palanga Puri Recipe )‼️
ଢ଼ାବା ଷ୍ଟାଇଲ୍ ଦମ୍ ଆଳୁ. ଥରେ ମୋ ଷ୍ଟାଇଲ୍ ରେ ବନେଇ ଦେଖନ୍ତୁ ନନ୍- ଭେଜ୍ ବି ଫିକା ଲାଗିବ (Dhaba Style Aloo Dum)
ପାଳଙ୍ଗ ଡାଲି (Dal Spinach Recipe) Healthy And Super Tasty.‼️
ଓଡ଼ିଆ ଭୋଜି ଷ୍ଟାଇଲ୍ ସ୍ଵାଦିଷ୍ଟ ପୋଟଳ କୋର୍ମା(Potala Korma Recipe) Parwal Korma Recipe ‼️
ଖଡା ଶାଗକୁ ଏମିତି ଥରେ ଭାଜି ଦେଖନ୍ତୁ .ପଖାଳ ଓ ଗରମ ଭାତ ସହ ଲଗେଇଖାଇବାକୁ ଭଲ ଲାଗିବ/Khada Saga Bhaja Recipe‼️
ଖୁବ୍ କମ୍ ସମୟ ଓ ସହଜରେ ବନାନ୍ତୁ ଖାସ୍ତା ଗଜା ‼️
ନୂଆ ଶୈଳୀରେ ଏମିତି ଭେଣ୍ଡି ଆଳୁ ମସଲାକୁ ପ୍ରସ୍ତୁତ କରି ଦେଖନ୍ତୁ. ସମସ୍ତଙ୍କୁ ଖାଇବାକୁ ପସନ୍ଦ ଆସିବ‼️
ରେଷ୍ଟୁରାଣ୍ଟ ଠୁବି ସ୍ଵାଦିଷ୍ଟ ସାହି ପନିର୍ ରେସିପି/sahi paneer recipe ‼️