GALUA BABA(OMM KUMAR)

ନମସ୍କାର...!!🙏
ମୋର ପ୍ରିୟ ଦର୍ଶକ ବନ୍ଧୁ,ଜୟ ଜଗନ୍ନାଥ
ମୋ ଚ୍ୟାନେଲ Galuababa (omm kumar) କୁ ସ୍ଵାଗତ 🙏
ମୁଁ ଆପଣଙ୍କ ହାତ ତିଆରି anchor(ଉପସ୍ଥାପକ) ଓମ୍ କୁମାର (ଗଲୁଆ ବାବା)
ଏହି ଚ୍ୟାନେଲ ଖୋଲିବାର ଅଭିପ୍ରାୟ ଏହିକି ଯେ ଆପଣ ମାନଙ୍କ ମୋନୋରଞ୍ଜନ ପାଇଁ,ଆପଣ ମାନଙ୍କୁ ଟିକେ ଖୁସି କରିବା ପାଇଁ ଏବଂ କିଛି ଶିଖିବା ଓ ଜାଣିବା କଥା share କରିବା ପାଇଁ।
ଏଥିପାଇଁ ଆପଣଙ୍କ ଆଶୀର୍ବାଦ ଦରକାର ଏବଂ ଆପଣଙ୍କ ଶୁଭ ହାତରୁ ଗୋଟେ suscribe (ଲାଲ ବୋଟନ)କୁ ପ୍ରେସ କରିଦେବେ,ଗୋଟେ like ଯଦି ଭିଡିଓ ଭଲ ଲାଗେ ତେବେ share କରିଦେବେ,ଆଉ ଆପଣଙ୍କ ମତାମତ ନିହାତି ଦରକାର , ଯଉଥିରୁ ମୁ କିଛି ଶିଖିବି ନୂଆ କିଛି କରିବାର କୌଶଳ ଆସିବ। ଯଉଥିରୁ ମୁ କିଛି ଉପକୃତ ହେବି।
ଧନ୍ୟବାଦ୍🙏🙏🙏