Sonepurian Supriya Vlogs
Jay Maa Sureswari🪷🌺
Welcome to Sonepurian Supriya Vlogs 🌸
I am a housewife 💭
I will share my daily life vlogs with all of you🍀🍃.
I hope you will support me 💙🤍.
Please like and subscribe to my yt channel☺️
ମଗଶିର୍ ମାସେ ଗାଁ ର ଘର ମାନେ କେତେ ସୁନ୍ଦର୍ ଲଗ୍ସି || କଦଳୀ କି ଅମୃତ ଭଣ୍ଡା ଗଛ ଅଛେ ବେଳେ ପରିବା ର ଅଭବ୍ ନାଇ ||
ସକାଳୁ ଭଜନ୍ ଶୁଣିଲେ ଭଲ ଲାଗେ || ମନ୍ ପୁରା ଶାନ୍ତି ଲାଗେ || ଚଟ୍ ପଟା ସୁଖା ମାଛ ର recipe 🤤 ||
ଆଜି କେତେ କୁହୁଡି || ଶନିମେଲା ପୂଜା ଦେକ୍ଷ୍ମା ଅମର ପଡା ରେ ଜନେ କରୁଛନ୍| ||ଜୟ ଶନିଦେବ 🙏
ମାଛ ତରକାରୀ ବହୁତ୍ teasty ଥିଲା ଆଜି || ସିଦ୍ଧି ଆମର୍ କେନ୍ଥିରେ ମେଡାଲ ପାଇଲା ||
ଲକ୍ଷ୍ମୀ ପୂଜା vlog ମାଣବସା ଗୁରୁବାର ର ୨ ୟ ପାଲି ରେ ଭୋଗ କଣ ଲଗାଲି || କେତେ ଥଣ୍ଡା ବଢ଼ି ଗଲାନ ||
ଲକ୍ଷ୍ମୀ ପୂଜା vlog || ମାଣବସା ଗୁରୁବାର ର ପହିଲା ପାଲି ରେ ମୁଇ କେନ୍ତି ପୂଜା କଲି || ଭୋଗ ରେ କଣ ବାନଳି🙏
କାର୍ତ୍ତିକ ପର୍ଣ୍ଣିମା ରେ କେନ୍କେ ଡଙ୍ଗା ଭସେଇ ଗଲୁଁ || ମୁଢ଼ି ରେ ଆଜି ୧୨ ବାଜିଗଲା ||
ସିଦ୍ଧି କେ ଆଜି ମତେ school ନେବାର କେ ପଡଲା || ପୁଇ ଗଛ ଜଗମି ବଳି ଗ୍ଲାସ ରେ ରଖିଛେ|| ନସ୍ତା ଆଜି ବାହାରୁ ଅନଲି||
ମତେ ଆଜି time ମିଲିଛେ ଏଟା ବନାବାର୍ କେ || ଯେତେ ବେଳେ ମନ୍ ଲାଗୁ ଛେ ଆଇଁଲା ଖିଆ ଚାଲୁଛେ ମୋର୍ ||😝
House wife ମନ୍କର ଲାଗି kitchen ସଫା ଥିଲେ ଭଲ ଲାଗ୍ ସି || ଡାଲି ମନ୍ କୁ ପୋକ ଲାଗି ଜାଉଛନ୍ ||
ଶ୍ରୀୟା ର packing ହେଇଗଲା || ଦୁଇଦିନ ତକ୍ ଟିକେ ଭଲ୍ ନାଇଲାଗେ || ଅସ୍ବ କି ନାଇ ଲୁଗାପଟା ଚୌତ ||
ଦୁଇ ମା ଝିଅ ଲାଗି କେନ୍ତା special ପାଗ 🤤|| ଦୁହି ବହେନ୍ ର pyaar ବପ୍ରେ || ଶ୍ରୀୟା ଲାଗି ଫେର୍ ମାର୍କେଟ ||
ଆଜି ଗୁଟେ recipe ଛୁଆ ମାନ୍କର ଲାଗି || ଶୀତ ମାସେ ଦେଖୁନ ଦେଖୁନ ଦିନ ସରି ଜୈଶି ||
Vlog no.4 || ଦୀପାବଳୀ କେନ୍ତା ମନାଲୁଁ || husband ହେଇଛନ୍ ଆଜି ପୂଝାରୀ || rangoli କେନ୍ତା ହେଇଛେ😝
Vlog no. 3 || ଆଜି ଦିନ ସାରା ଘିନା ଘିନି ରେ କଟିଗଲା || ଧନ୍ ତେରସ୍ ରେ କାଣା କାଣା ଆନିଛୁଁ ||
Vlog no.2 || momos recipe 🤤 || ଶ୍ରୀୟା ର ଫର୍ମାଇସ୍ ଥିଲା ||
Vlog no.1 || welcome to my new channel and vlog ||🙏