Dear Ramesh Sir

Navodaya, OAVS, BRUTI Online Class
Welcome to Dear Ramesh Sir YouTube Channel. Dear Ramesh Sir is an educational YouTube channel by Ramesh Sir.

Dear Ramesh Sir YouTube ଚ୍ୟାନେଲ ଟି ଓଡ଼ିଶାର ପିଲାମାନଙ୍କ ପାଇଁ ଖୋଲାଯାଇଛି | ଏହି ଚ୍ୟାନେଲ ମାଧ୍ୟମରେ ପିଲାମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା
ସହ ନୁଆଁ ନୁଆଁ ବିଷୟ ଉପରେ ଶିଖାଯିବ | ସବୁଦିନ କିଛି କିଛି ନୁଆଁ ଶିଖିବାକୁ ଚାହୁଁଥିଲେ ଆମ ଚ୍ୟାନେଲ ସହ ଯୋଡି ହୋଇ ରୁହନ୍ତୁ |

ସହଜରେ ଏବଂ ସମ୍ପୁର୍ଣ୍ଣ ଭାବେ ପିଲାମାନଙ୍କୁ ଶିଖେଇବା ଆମର ମୂଳ ଉଦ୍ଦେଶ୍ୟ | ପିଲାଙ୍କ ବିଷୟଗତ ସମସ୍ୟା ର ସମାଧାନ କରିବା ସହ ଶିକ୍ଷଣରେ ଥିବା ସମସ୍ୟା ଉପରେ ମଧ୍ୟ ଆମ ଚ୍ୟାନେଲ ରେ ଆଲୋଚନା କରାଯାଇଥାଏ |

Course:
NAVODAYA Entrance Exam
Odisha Adarsha Vidyalaya Entrance Exam
Odisha BRUTI Exam /BRUTI Pariksha
CBSE Tuition
Class 1-8 School Education


Key Features:
-ଓଡ଼ିଶାର ଶିଶୁ ଶିକ୍ଷା ଠାରୁ ଉଚ୍ଚ ବିଦ୍ୟାଳୟ ଶିକ୍ଷା
-ପିଲାମାନଙ୍କ ବିଷୟ ଶିକ୍ଷାରେ ଥିବା ସମସ୍ୟା ସମାଧାନ
-ନୀତିଦିନ ଘରକାମ
-କୁଇଜ଼ ପ୍ରତିଯୋଗିତା ଓ ପୁରସ୍କାର
-Arts/Drawing /Computer Class & Motivation

Website: www.dearrameshsir.com
WhatsApp: 7077088165
Play Store App: Dear Ramesh Sir