Swaad Sangam Rasoi-Odia. (ସ୍ୱାଦ ସଙ୍ଗମ ରସୋଇ)

ଆମ ସୁ-ସ୍ୱାଦୁ ଓ ଶୁଦ୍ଧ ଶାକାହାରୀ ଭାରତୀୟ ରାନ୍ଧଣ ଚ୍ୟାନେଲକୁ ସ୍ବାଗତ!
ଏଠାରେ ଆପଣ ଶିଖିପାରିବେ କିପରି ପିଆଜ ଓ ଲସୁଣ ବିନା ରୁଚିକର, ସହଜ ଓ ପାରମ୍ପରିକ ଭାରତୀୟ ଖାଦ୍ୟ ପାକ କରିବା। ଆମ ସମସ୍ତ ରେସିପି ଘର ରେ ସହଜରେ ମିଳୁଥିବା ସାମଗ୍ରୀ ସହିତ ପ୍ରସ୍ତୁତ କରାଯାଏ – ବିନା କୌଣସି ଜଟିଳତା!

✨ ସହଜ, ଘରୋଇ ଓ ସ୍ୱାଦିଷ୍ଟ ରେସିପି
✨ ସମସ୍ତ ଭିଡିଓ ଓଡ଼ିଆ ଭାଷାରେ

ଆମ ସହ ଯୋଗ ଦିଅନ୍ତୁ ଓ ଘର ରସୋଇରେ ସ୍ବାଦ ଓ ପାରମ୍ପରିକତାକୁ ଆଣନ୍ତୁ।
ଚ୍ୟାନେଲକୁ ସବ୍ସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ!

Welcome to our Pure Indian Vegetarian Cooking Channel!

Here, you’ll learn how to cook delicious and traditional Indian dishes — completely without onion and garlic. All recipes are made with simple, everyday ingredients found in your kitchen, and are perfect for both daily meals and special occasions.

✨ Easy, homely, and flavorful recipes
✨ All content in Odia language

Join our kitchen journey and rediscover the joy of simple Indian cooking.
Don’t forget to subscribe and press the bell icon so you never miss a recipe!