Creative Payal

ନମସ୍କାର ବନ୍ଧୁଗଣ,
ମୁଁ ବିଜୟ ଶ୍ରୀ ଆପଣ ମାନଙ୍କୁ ମୋ Channel କୁ ସ୍ୱାଗତ ଜଣାଉଛି।
ଆପଣ ମାନେ ଏହି Channel ରେ new design Art craft, painting, beautiful stylish video, My life style vlog,ଏବଂ ତା ସହିତ ମଧ୍ୟ long / short video ଦେଖିବାକୁ ପାଇବେ। ସେଥିପାଇଁ ମୋ channel କୁ subscribe କରନ୍ତୁ ପାଖରେ ଥିବା ଘଣ୍ଟି ବଟନ୍ କୁ ଦବାଇ all ନୋଟିଫିକେସନ ଦବାନ୍ତୁ ବା on ରଖନ୍ତୁ। ଯାହା ଫଳରେ ଯେତେ ବେଳେ ମୁଁ ଭିଡ଼ିଓ ପୋଷ୍ଟ କରିବି ସର୍ବ ପ୍ରଥମେ ଆପଣ ଙ୍କ ପାଖରେ ପହଂଚିବ ଏବଂ ଆପଣ ଦେଖି ପାରିବେ। ମୋ channel କୁ like, subscribe ଓ share କରିବେ ଏବଂ comment କରିବେ।


For business inquire
Email - [email protected]