Sima odia vlogs

Pls🙏subscribe 🙏🙏🙏🙏🙏🙏❤️https://youtube.com/shorts/K3Qzh3mQWKc?si=i9M-U_ତଫେକ୍ୱାଫବିଫ୍ୟୁହ
Jaymaa ଲକ୍ଷ୍ମୀ 🙏Hello friends my name is Sima, ମୁଁ balesore ରେ ଥିବା ଛୋଟ ଗାଁ ରୁ belong କରୁଛି. ମୋର ଛୋଟ ପରିବାର ମଧ୍ୟ୍ୟ ଅଛି ମୋର ଦୁଇଟି ଝିଅ ସ୍ୱାମୀ, ଶାଶୁ, ଜା, ଦେଢଶୁର ଅଛନ୍ତି. ମୋ ପରିବାର ରେ ଘଟୁଥିବା ସବୁ କାମକୁ vlog ମାଧ୍ୟ୍ୟମ ରେ preasent କରୁଛି. ମୋର ଗୋଟେ ଅନୁରୋଧ ଆପଣ ମାନେ ମୋତେ vlog ଶିଖାଇଛନ୍ତି ସେଥିପାଇଁ ମୁଁ vlog କରୁଛିlike 👍love❤️and subscribe ନିଁଛିତ ଆଗକୁ ନେବେ ମୋର ଆଶା ଓ ଭରସା 🙏.ମୋ ଛୋଟ ପରିବାର ରେ ଆପଣମାନେ ଜଡିତ. ମୋର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗେ ମୋତେ support କରି ଦେଖନ୍ତୁ.Happy youtub family 🙏