odia jhia lipi

ମା ବିରଜା ଙ୍କ କ୍ଷେତ୍ର ଯାଜପୁରର ଝିଅ ମୁଁ । ଗୋଟେ ଛୋଟ ଗାଁ ର ଗାଉଁଲି ଝିଅ ଟେ ମୁଁ। ଆପଣଙ୍କ ଭଲ ପାଇବା ପାଇବା ଉଦ୍ୟସ ନେଇ youtube କୁ ଆସିଛି। ଆପଣ ମାନେ ଯଦି ମୋତେ support କରିବେ ତାହେଲେ ମୁ ମୋର ଆଉ ମୋର ଗାଁ ର ନା ରଖିବି । ଆପଣକଂ ଭଲ ପାଇବା ଅପେକ୍ଷା ରେ ରହିଲି। ଜୟ ମା ବିରଜା🙏