Binay Suna Official

SINGER_DANCER_ACTOR_LYRICSIT_MUSIC DIRECTOR_DIRECTOR_&_CHOREOGRAPHER_ସମସ୍ତଙ୍କୁ ମୋର ଜୁହାର🙏ମୁଇଁ ବିନୟ ସୁନା Binaya Suna Official କେ ସ୍ୱାଗତ ଆୟେ ଆପଣମାଙ୍କର ଭଲ ପାଇବାର ସବୁ ବେଳେ ଲାଗି ରହିଛେ ସେଥିର ଲାଗି ବହୁତ ବହୁତ ଧନ୍ୟବାଦ ଇ ଛୋଟ କଳାକାର କେ ଏତେ ସପୋର୍ଟ କରୁଛନ ସେଥିର ଲାଗି ଆପଣମାଙ୍କର ଠାନେ ଆଭାରୀ ଆୟେ ମୁଇଁ ସବୁ ବେଳେ କୋଶିଶ କର୍ମି ଆମର କଲା କଲଚର ନାଚ ଗୀତ କରି ଆମର କଲଚର କେ ବଞ୍ଚାବାର ଚେଷ୍ଟା କର୍ମି ହେଲେ ଆପଣମାଙ୍କର ଇ ଭଲ ପାଇବାର ସବୁ ବେଳେ ଲାଗି ଥିବା ତ ନିଶ୍ଚୟ ହେବା ଇ ସମ୍ବଲପୁରୀ ମଜ଼ା ୟୁଟୁବ ଚାଁନେଲ କେ ଏତେ ପ୍ୟାର ଦଉଛନ ଆଉ ଦଉ ଥିବେ ବଳି ମୋର ଆସା ଆଉ ବିସ୍ଵାଶ... ଆମର ୟୁଟୁବ ଚାଁନେଲ କେ ଯୋଗାଯୋଗ କରି ପାରବେ....ଆମର କଳଛୁରାଲ ଟିମ ବି ଅଛନ ଯଦି ପ୍ରୋଗ୍ରାମ ଲାଗି ଯୋଗାଯୋଗ କରବେ... 8249399833🙏🙏🙏🙏ଜୟ କଲା ଜୟ କଳାକାର ଜୟ କୋଶଲ ଜୟ ମା ସମଲେଇ🙏🙏🙏🙏