Santosi muni the Odia Vlogger
Hi Friends, Heartily Welcome to you. My name is Santosi. I share with you my life style, travel Tourism places , my all day kitchen Recipe & my cute children's funny and dancing moment etc. ମୁଁ ଓଡିଆ ମୋ ଭାଷା ବଢିଆ ଜୟ ଜଗନ୍ନାଥ🙏 ମୋ ବ୍ଲଗ୍ channel re ମୋ life re ଘଟୁଥିବା ହସ ଖୁସି ଦୁଃଖ ସୁଖ ଭଲ ମନ୍ଦ ଯାହା ବି ମୁ ଆପଣ ମାନଙ୍କ ସହ share କରିବି। ମୋ ଛୁଆ ଙ୍କ ଯେତେ ସବୁ activity like dance game compitition annual function jaha bi share କରିବି।food like veg nonveg all tipes food jaha ମୁଁ ଖାଏ ସବୁ କିଛି share karibi
Vlog mu share karibi sabu din
7.30 pm re
Short video time deiparibini khyama karibe
Jete bele mood hela sete bele short baniba😄😄na kn entertainment ra abhab rahibani jadi aapa na full video dekhi be tahele bhul ki thik jaha bi thile mo sahita comments madhya mare share karibe jadi tike bhala lagila tahele like comments aau subscribe bi karidebe e bhauni upare khusi heiki jay jagannath 🙏🙏❤️❤️
Bhubaneswar State museum ରାଜ୍ୟ ସଂଗ୍ରହାଳୟ ବୁଲି ପାଇଁ ଗଲି ଛୁଆ ଙ୍କୁ ନେଇକି full family।
Baby boy's Nameing ceremony ଭୋଜି ସମସ୍ତ ଙ୍କ ସହିତ ମିଶିକି ଖୁସି ଲାଗିଲା।
ଛୁଆ ଙ୍କୁ ନେଇକି ଗଲି ପଠାଣି ସାମନ୍ତ planetarium ଏତେ ଦିନ ପରେ 1st school nka Sir ମାନଙ୍କ କଥା ମନେ ପଡ଼ିଗଲା
Bhubaneswar Regional Museum of Natural History Shristi ku neiki galu dekhiba paine....
Shristi Mama school re friend's and teacher's nka shita picnic park visit 🎉🥳
84th Indian Road Congress bbsr ସବୁ ସାଙ୍ଗ ହେଇକି ଦେଖି ଆସିଲୁ
ମାଣ ବସା ଗୁରୁବାର ପୂଜା ଜୟ ମା ଲକ୍ଷ୍ମୀ mu kemiti karichi puja jhoti.....
ଏମିତି ସବୁ ଖାଇବା କାହାକୁ ପସନ୍ଦ fancy dress ରେ ମାମା ବନିଛି social media Babu ର ଆଜି cumunity lunch
Kartika purnima celebration 🎉🎉
Mama ର group performance dance
2025 Diwali celebration 🎉🥳 ବହୁତ ଭଲ ଲାଗିଲା colony ra ସମସ୍ତଙ୍କ ସହିତ ମିଶିକି ବାଣ ଫୁଟାଇବା।
ହେଇଗଲା ଦୀପାବଳୀ ପାଇଁ ready ସବୁ ଖାଲି ବାକି ଅଛି celebration।🎇🎉
ବାହାରିଲୁ ହସିଂବୋର୍ଡ କଲୋନୀ Gajalaxmi ପୂଜା ଦେଖି। କେତେ ସୁନ୍ଦର ମେଳା ଦୋଳି ଆସିଛି।
Bhubaneswar aasijaichi bhabi thili maa nku tike dekhibi kintu bhasani heigalani maa nka ra
ମୋ ଶାଶୁ ଘରେ ଦଶହରା ପୁଜା ହୋମ ଗାଡିପୂଜା ।ତ ସହିତ ବର୍ଷା ପବନ।
ଜୟ ମା ମଙ୍ଗଳା ନିଶା ମଙ୍ଗଳ ବାର ପୂଜା ମୋ ଗାଁ ରେ କେମିତି ହେଲା ।
ଶାଶୁ ଘରେ ୨ଦିନ ମଙ୍ଗଳା ମା ଙ୍କ ପୁଜା କରିବା ପାଇଁ ବାହାରିଲୁ ମା ଘର ଗାଁ କୁ ।
Shristi mama school re dandia dance birthday gift unboxing.... ଦଶହରା ଛୁଟି ପାଇଁ ବାହାରିଲୁ ଗାଁକୁ।
Mo Shristi mama ra birthday celebration vlog ....🎉🎂💐bahut Kam pila aasithile e thara ..
ମୋ ପୁଅ Manav ra Birthday gift unboxing। ସବୁ ଗିଫ୍ଟ ଖୋଲିଲେ ମୌସୁମୀ ମାନବ । ପୁରା ଖୁସି ମୋ ବାବା.
Mo Baba ra Birthday celebration 🎊 vlog ।
Our colony Ganesha puja 🙏2025 bahut badhia prasad Barsha prabala .... Bhubaneswar
Ekat handloom mela 2025 kete sundar sundar pata resha .... Nice playground...
2025 Rakhi celebration 🎉 kemiti hela handloom mela play ground re chhuanka masti....
ମହାପ୍ରଭୁ ଜଗନ୍ନାଥ କ୍ଳକିଆବତର ପରେ ରହିବା ଜାଗା ଛତିଆ ବଟ ଧାମ chhatiabatadham jay Shree jagannath 🙏
Mahabinayak mandir chandikhol ମହାବିନାୟକ ମନ୍ଦିର ଚଣ୍ଡିଖୋଲ।
ଯାଜପୁର ମା ବିରଜା ଙ୍କ ଦର୍ଶନ ମା ଙ୍କ ପୀଠ ବହୁତ୍ ସୁନ୍ଦର୍ ବହୁତ୍ ଭଲ ରେ ଦର୍ଶନ ହେଲା ମା ଙ୍କର।
ଶାଶୁ ଶଶୁରଙ୍କୁ ନେଇକି ଗଲୁ Maa Tarini temple 1st time ମା ଙ୍କ ଦର୍ଶନ ହେଲା ମା ତାରିଣୀ ବ୍ଲଗ୍ ।
ଜଗ୍ନାଥଙ୍କ ସୁନାବେଶ ଦର୍ଶନ ଭୁନେଶ୍ଵର RCM temple ।
ଭାବଗ୍ରାହୀ ଙ୍କ ଭାବ ଜୟ ଜଗନ୍ନାଥ 🙏ରଥଯାତ୍ରା ଭୁନେଶ୍ଵର RCM temple