bhalagapa

This is a story telling channel

(ଓଡ଼ିଆ ସାହିତ୍ୟର ଗଳ୍ପ ବିଭବ ଅତ୍ୟନ୍ତ ବଳିଷ୍ଠ ଓ ରୁଦ୍ଧିମନ୍ତ । ଏଥିରେ ଆମ ସଂସ୍କୃତି ଓ ଜନ ଜୀବନ ପ୍ରତିଫଳିତ। ମୋବାଇଲ୍ ଯୁଗରେ ପୁସ୍ତକ ପଠନ ଅଭ୍ୟାସ କମିବା ଫଳରେ ଏହା ଆମ ଠାରୁ ବିଶେଷ କରି ଯୁବ ପିଢ଼ିଙ୍କ ଠାରୁ ଦୂରେଇ ଯାଉଛି। ଫକୀର ମୋହନଙ୍କ ଠାରୁ ଆରମ୍ଭ କରି ଆଜିର ଯୁବ ଲେଖକଙ୍କ ସର୍ବଶ୍ରେଷ୍ଠ ଗଳ୍ପକୁ ସବୁ ବର୍ଗଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମର ଏକ ପ୍ରୟାସ । ଏହି ପ୍ରୟାସରୁ ଆରମ୍ଭ ହୋଇଛି 'ଭଲ ଗପ' youtube ଚ୍ୟାନେଲ।)