PhD Scholar

ଜୟ ଜଗନ୍ନାଥ ମୋ ଓଡ଼ିଶା ବାସୀଙ୍କୁ🙏ଯଦି ଆପଣ କୌଣସି ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ତେବେ. 'PhD Scholar' YouTube channel ' ଓଡ଼ିଆ ବିଭାଗ ଆପଣଙ୍କ ସହ ରହିଛି !
+୩ , ଓଡ଼ିଆ ସମ୍ମାନ , ଓଡ଼ିଆ ସ୍ନାତକୋତ୍ତର, ଏବଂ ଓଡ଼ିଶା civil service, ଓଡ଼ିଆ ମୁଖ୍ୟ ଓ ବାଧ୍ୟତାମୂଳକ ପତ୍ର ପାଇଁ ମୁଁ ଆପଣ ମାନଙ୍କୁ ସହଯୋଗ କରିପାରିବି ଏବଂ ଓଡ଼ିଆ NET, JRF, ପି. ଜି ପ୍ରବେଶିକା ପରୀକ୍ଷା,SSB ଓଡ଼ିଆ ଅଧ୍ୟାପକ, ଇତ୍ୟାଦି ପରୀକ୍ଷାର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ନିମନ୍ତେ ଆମ youtube channel ସହ ଜଡ଼ିତ ରୁହନ୍ତୁ ।

ଧନ୍ୟବାଦ୍ ମୋ ଓଡ଼ିଶା ବାସୀଙ୍କୁ 🙏

In this channel i will upload video about teaching and learning Regarding videos.