OM Kirtan

ଦର୍ଶନ ବନ୍ଧୁ ନମସ୍କାର, ଜୁହାର 🙏🙏🙏
OM Kirtan YouTube channel କୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ.
ଏହି Youtube channel ରେ ସବୁ ପ୍ରକାର କୀର୍ତନ, ବୈଠକି, ପାରାୟଣ, ଦଣ୍ଡ, ସଦସଙ୍ଗ, ପ୍ରବଚନ, ପାଲା, ରାମଲୀଲା, ଲକ୍ଷ୍ମୀ ପୁରାଣ ଏହିପରି ସମସ୍ତ ସମ୍ବଲପୁରୀ କାର୍ଯ୍ୟକ୍ରମ ଦେଖିପାରିବେ |

ଯଦି ଆପଣଙ୍କ ପାଖରେ କୌଣସି କାର୍ଯ୍ୟକ୍ରମ ହେଉଥାଏ ଓ ସେହି ଭିଡ଼ିଓ ମାନେ Youtube ରେ ଦେଖିବାକୁ ଚାହୁଁଛନ୍ତି ତାହେଲେ ନିମ୍ନଲିଖିତ number ରେ ଆମକୁ ଯୋଗାଯୋଗ କରନ୍ତୁ
Mobile no.- 9348311902