Learn recipes

This channel is only for recipe knowlege.ମୁଁ ଏହି ଚ୍ୟାନେଲ୍ କରିଛି କେବଳ ମୋର ବ୍ୟବସାୟ,ବାଣିଜ୍ୟ ଉଦ୍ଦେଶ୍ଯରେ ଏବଂ ଯେଉଁମାନେ ରୋଷେଇ ଶିଖିବାକୁ ଆଗ୍ରହୀ ସେମାନଙ୍କ ଉଦ୍ଦେଶ୍ଯରେ।ଯଦି ଚ୍ୟାନେଲ୍ କାହାକୁ ଭଲ ଲାଗୁନି ସ୍ଵଇଚ୍ଛାରେ Unsubscribe କରିପାର।କିନ୍ତୁ Comment boxରେ ଖରାପ Comment କରିବାର କାହାର ଅଧିକାର ନାହିଁ।ଯେଉଁମାନେ Gk ଭିଡିଓ ଦେଖିବାକୁ ଆଗ୍ରହୀ ସେମାନେ କେବଳ Shorts ରେ Gk ଭିଡିଓ ଦେଖିବାକୁ ପାଇପାରିବେ।ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗରିଂ।ଯତ୍ କୃପା ତମହାଂ ବନ୍ଦେ ପରମାନନ୍ଦ ମାଧବଂ।ଅର୍ଥାତ୍ ନିଜର ଚେଷ୍ଟା ଏବଂ ଭଗବାନଙ୍କର ଆର୍ଶୀବାଦ ରହିଲେ ମୁକ ବି କଥା କହିପାରେ,ପଙ୍ଗୁ ବି ଗିରି ଲଙ୍ଘନ କରିପାରେ।ତେଣୁ ଆପଣମାନେ ମଧ୍ୟ ଏହି ଧର୍ମରେ ନିୟମିତ ବ୍ୟବଧାନରେ ଭିଡି଼ଓ ଅପଲୋଡ଼୍ କରି ଚାଲନ୍ତୁ।ନିଶ୍ଚୟ ଦିନେ ନା ସଫଳତା ମିଳିବ।କେହି ରୋକିପାରିବନି।