Arakhita Nayak Odia Gramina Barta
ସାଙ୍ଗମାନେ ମୋର ଏ ଚାନେଲ୍ ମାଧ୍ୟମରେ ମୁଁ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ଦୈନଦିନ ଚଳନି ଉପରେ ଏବଂ ମୋର ଦୈନଦିନ ଚଳନି ଉପରେ ଆଧାରିତ ଭିଡିଓଗୁଡିକୁ ସବୁଦିନ ପୋଷ୍ଟ କରୁଅଛି । ଆପଣମାନଙ୍କୁ ଅନୁରୋଧ ଯଦି ମୋର ଭିଡିଓଗୁଡିକ ଆପଣ ମାନଙ୍କୁ ଭଲ ଲାଗିବ ତେବେ ମୋର ଭିଡିଓକୁ ଲାଇକ ସେୟାର ଏବଂ ଚାନେଲ ଟିକୁ ସବସ୍କ୍ରାଇବ କରିବେ ।
ଆମ ମଠ ! Our Matha.
ମଧ୍ୟାହ୍ନ ଭୋଜନରେ ଚିଙ୍ଗୁଡି ପୋଇ ଘାଣ୍ଟ କୁ ରୋହି ମାଛ ଝୋଳ ! Lunch with nonveg.
ଗତକାଲି ଅଣ୍ଡା ରେ ଚଳି ଗଲା ! Yesterday Egg Curry.
ନୂଆ ଢ଼ଙ୍ଗ ରେ ଉପମା ! Upama in new style.
ରାତ୍ରି ଭୋଜନରେ ଏଣୁରୀ ରେ ମାଛ ଝୋଳ ! Enduri in dinner with fish curry.
ପ୍ରଥମାଷ୍ଟମୀ ରେ ମିରକାଳୀ ମାଛ ଝୋଳ କୁ ଭାତ ! Lunch in Prathamastami.
ସତସଙ୍ଗୀ ମାନଙ୍କ ସହିତ ପୁରୀରେ ! We are in Puri.
ଆଜି ପୁରୀରେ ମଧ୍ୟାହ୍ନ ରୁ ଗତକାଲି ଭୁବନେଶ୍ଵର ରାତ୍ରି ପର୍ଯ୍ୟନ୍ତ ! From Puri to Bhubaneswar.
ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଆମ ବ୍ୟବସ୍ଥା ! Kartik Purnima.
ମା ରଣଚଣ୍ଡୀ ଙ୍କ ପୀଠରେ ଭାଗବତ ସପ୍ତାହ ଆରମ୍ଭ ! Bhagabat Saptaha.
ଗନିଆ ଆଜିଠୁ ସୁଧୁରି ଯିବ ! Gania will be changed from today.
ମଠ ବାଡିରେ ଜୋରଦାର କାମ ! Gouranga Mahapravu Matha, Narilo.
ଲେମନ୍ ଚା ରେ ବାସି ରୁଟି ! Morning tea.
କାର୍ତ୍ତିକ ମାସରେ ମଠ ବାଡିରେ କଦଳୀ ବୃକ୍ଷ ରୋପଣ ! Banana Tree Plantation.
ଗତକାଲି ସକାଳ ଏବଂ ଆଜି ସକାଳ ! Yesterday morning and today morning.
ଝାରସୁଗୁଡ଼ାରେ ଆଜି ସଂଧ୍ୟାରୁ ଗତକାଲି ସକାଳ ପର୍ଯ୍ୟନ୍ତ ! From today evening to yesterday morning.
ଗତକାଲି ମହା ନବମୀରେ ଝାରସୁଗୁଡାରେ ଦୁର୍ଗାମଣ୍ଡପ ବୁଲା ! Yesterday we visited Durga Mandap.
ଝାରସୁଗୁଡାରେ ଆଜି ନାତି ସହିତ ଚିଙ୍ଗୁଡ଼ି ଝୋଳ ! Lunch with my grandson in Jharsuguda.
ପୂଜାରେ ବୁଲାବୁଲି ! Enjoyed Puja festival.
ଅମୃତଭଣ୍ଡା ରେ କେବେ ଉପମା କରିଛନ୍ତି ? Today my kitchen.
ଗତକାଲି ଥିଲା ଶୁକ୍ରବାର, ମଧ୍ୟାହ୍ନରେ ପାଣି ଆଖିଆ ମାଛ ଝୋଳ ! Yesterday Lunch.
ଆଜି ମଧ୍ୟ ମିଳିଲା ସମୁଦ୍ର ମାଛ ! Seafood.
ଆଜି ଗୁରୁବାର, ସାଧା ତରକାରୀ ରେ ମଧ୍ୟାହ୍ନ ଭୋଜନ ! Today' lunch, veg curry.
ଆଜି ପବିତ୍ର ବିଶ୍ଵକର୍ମା ପୂଜାରେ ମୋ ଗାଡି ପୂଜା ! Biswakarma Puja.
ଗତକାଲି ଶୁକ୍ରବାର ଏ ଥିଲା ମୋ ରୋଷେଇ ! Yesterday my kitchen.
ଭୁବନେଶ୍ଵରରେ ମୋ ନାତି ସହିତ କେତୋଟି ଅଭୁଲା ମୁହୁର୍ତ୍ତ ! Some memorable moments with my grandson.
ଆଜି ଭୁବନେଶ୍ୱର ଯିବା ବାଟରେ ! Today on way to Bhubaneswar.
ଆଜି ଭାଗବତ ଜନ୍ମରେ ଆମ ମଠ ! Today our Matha in Bhagabat Janma.
ଗତକାଲି ରାଧାଷ୍ଟମୀ ଘଷା ଚୁଡା ସିରିଣି ଏବଂ ଖିରି ! Yesterday our Matha in Radhastami.
ପୁରୁଣା ଦିନର କଥା ସବୁ ! Old memories.