JAY JAGANNATH TV
ଜୟ ଜଗନ୍ନାଥ 🙏
"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଶୁଦ୍ଧ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ଦିବ୍ୟ ନୀତିମାନ :
🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ
ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏
📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!
📡 Watch “JAY JAGANNATH TV” on DTH:
Tata Play – Channel 1799
Dish TV – Channel 1397
Airtel Digital – Channel 615
Sun Direct – Channel 490
Also available on all major cable networks across Odisha
📞 Contact : 6372804618🌐 Follow us on social media for daily LIVE updates and darshan
#jayjagannthtv #jayjagannathtvlive #rathyatra2025 #rathayatralive#PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra
ଆଜି(25-Nov)କାକୁଡି ଖାଇଙ୍କ ସନ୍ଧ୍ୟା ଆଳତୀ ଦର୍ଶନ | Jay Jagannath TV
ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ବାଦଶ ସ୍କନ୍ଧର ୧ମ ଅଧ୍ୟାୟ | Jay Jagannath TV
ଆଜି(25 Nov) ଶ୍ରୀମନ୍ଦିରର ଦିବ୍ୟ ସନ୍ଧ୍ୟା ଦର୍ଶନ | Jay Jagannath Tv
ପତକାଲାଗି ଦର୍ଶନ କଲେ ସାଧନାର ମାର୍ଗ ମିଳିଯାଏ | 25-Nov-PATAKALAGI FULL VIDEO | JAY JAGANNATH TV
Patakalagi Darshan(25-Nov)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change
ଚାକିରୀ ପାଇବା ପାଇଁ ବହୁତ ବିଫଳତା ପାଇଛି ଭାଙ୍ଗିପଡିଲି ଡିପ୍ରେସନରେ ରହିଲି,ଶୁଣନ୍ତୁ ତାପରେ
ଗୁମୁଟ ଘରେ ପତିତପାବନ କାହିଁକି ଅଛନ୍ତି ? Jay Jagannath TV
ମୋର ମଝିରେ ମୁଣ୍ଡ କାମ କରୁନଥିଲା ଘରେ ତଳେ ସୋଇଛି ପାଦ ତଳେ ସାପ ଫଣା ଟେକି,ଶୁଣନ୍ତୁ ତାପରେ
2011ରେ ମାଆର ହାର୍ଟ ଅପରେସନ ପାଖରେ ଏତେ ପଇସା ନାହିଁ,ଶୁଣନ୍ତୁ ତାପରେ
ପ୍ରଥମ ଛୁଆ ହାରାଇ ହୃଦୟ ଭାଙ୍ଗିଗଲା 😢 8 ମାସରେ ଦୁଃଖ… ପ୍ରଭୁ ଦୟାରେ ପୁଣି ହସ ଫେରିଲା 🙏
ପିତ କୋଷରେ ଷ୍ଟୋନ 😢 ବ୍ଲଡ୍ ପ୍ରେସର କମୁନି, ଡାକ୍ତର ଅପରେସନକୁ ମନା କଲେ… ଚାରିଥର ଅପରେସନ ପରେ ଠାକୁରଙ୍କ ଚମତ୍କାର 🙏
ଝାଡା ପରେ ପରେ ବ୍ଲଡ଼ ପଡିଲା ଟେଷ୍ଟରେ ଜଣାପଡିଲା କ୍ୟାନ୍ସର 8ଟି ମେଡିକାଲ ବୁଲିଲି,ଶୁଣନ୍ତୁ ତାପରେ
ଦେହ ଖରାପ, ଅଲସର ଯନ୍ତ୍ରଣା 😢 ଚାକିରୀ ପାଇଁ ହଇରାଣ… ପ୍ରଭୁଙ୍କୁ ଡାକିଲି, ଠାକୁର ନିଜେ ରାସ୍ତା ଦେଲେ 🌿
କୁରାଳ ପଞ୍ଚମୀ 🔱 | ରୁଦ୍ରପାଳଙ୍କ ପୂଜା କାହିଁକି କରାଯାଏ? | Jay Jagannath TV
ଶାଶୁ ଛାତରେପଡି ଭାଙ୍ଗିଗଲା ହାତ,ପ୍ରଭୁଙ୍କୁଡାକି ହେଲାଭଲ,ଶୁଣନ୍ତୁ ଭକ୍ତଙ୍କ ଅନୁଭୂତି | Jay Jagannath TV
ଭିଣୋଇଙ୍କରପେଟରେଷ୍ଟୋନହୋଇହେଲାକ୍ୟାନ୍ସର,ଡାକ୍ତରକହିଲେଅପରେସନହେବ,ଶୁଣନ୍ତୁ ଭକ୍ତଙ୍କ ଅନୁଭୂତି | Jay Jagannath TV
କୁରାଳ ପଞ୍ଚମୀର ଦିବ୍ୟ ପରମ୍ପରା ଓ ମାହାତ୍ମ୍ୟ 🙏 Jay Jagannath TV
Today (25 Nov)Dwaraphita,Mangala Alati,Besa Sringara & Dhupa Alati
ଶଶୁରଙ୍କ କମିଗଲା ନିଶ୍ୱାସର ସ୍ତର,ଡାକ୍ତର କହିଲେ ଅପରେସନ ହେବ,ଶୁଣନ୍ତୁ ଭକ୍ତଙ୍କ ଅନୁଭୂତି | Jay Jagannath TV
ଗୁଜୁରାଟରେ ବୁଲିବା ସମୟରେ ପାଇଲିନି ଘରର ରାସ୍ତା,କାନ୍ଦିକି ଡାକିଲି ପ୍ରଭୁଙ୍କୁ,ଶୁଣନ୍ତୁ ଭକ୍ତଙ୍କ ଅନୁଭୂତି
ପୁଅସହିତ ଯାଉଥିଲି ବାଟରେ ଦୁର୍ଘଟଣା ଭାବିନଥିଲି ବଞ୍ଚିବି ପ୍ରଭୁଙ୍କ କୃପାରେ,ଶୁଣନ୍ତୁ ଭକ୍ତଙ୍କ ଭିନ୍ନ ଭିନ୍ନ ଅନୁଭୂତି
ଆଜି(25-nov)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv
ଶ୍ରୀମନ୍ଦିରରେ ମା'ବଟ ମଙ୍ଗଳା | Jay Jagannth Tv
ଆଜି (25.11.2025) ମା' ମାଉସୀମାଙ୍କ ସକାଳ ଆଳତି | Jay Jagannath TV
ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ କାହିଁକି ପାଳନ ହୁଏ ? Jay Jagannth Tv
ପତିତପାବନ ମହାପ୍ରଭୁଙ୍କ ଦିବ୍ୟ ବେଶ ଶୃଙ୍ଗାର ଦର୍ଶନ | Jay Jagannath TV
ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀର ମାହାତ୍ମ୍ୟ | Jay Jagannth Tv
ଆଜିର ମା'ବାଟମଙ୍ଗଳା ଦର୍ଶନ (25.11.2025) | ଆଜି କୁରାଳ ପଞ୍ଚମୀ | Jay Jagannath TV
ଆଜି (25-nov) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV
ମଙ୍ଗଳ ଆଳତୀ ଦର୍ଶନ (25-nov) | Today's Live Mangala Alati - Puri Jagannath Temple | Jay Jagannath Tv