Shree Raghunath Creation

ଜୟ ଶ୍ରୀ ରାମ
ଶ୍ରୀ ରଘୁନାଥ creation ତରଫରୁ ଆପଣଙ୍କୁ ସ୍ଵାଗତ ଜଣାଉଛି ମୁଁ ବାଵୁ । ଶ୍ରୀ ରଘୁନାଥ Creation ଏକ ପୈାଉରାଣିକ କଥାବସ୍ତୁ ଉପରେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଆଧାରିତ।
ଆପଣ ଆମ ପରିବାର ସହିତ ଯୋଡି ହୋଇ ଆମ୍ଭର ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଆପଣଂକ ଏରିଆରେ ଜନ୍ମବାର୍ଷିକୀ କିମ୍ବା ସାମୁହିକ ଅନୁଷ୍ଠାନରେ ରାମନାଟକ ପରିବେଷଣ କରିବାକୁ ଚାହୁଁଥିଲେ ମା ଜୟଦୁର୍ଗା ରାମନାଟକ ସହିତ ଯୋଗାଯୋଗ କରିପାରିବେ।7978806915 ନମ୍ବରରେ ଯୋଗାଯୋଗ କରି ପାରିବେ।
ଧନ୍ୟବାଦ ......