Swati Odia Vlogs
ଆଜି ଆମେ Children's day celebration🎉 କରିଲୁ|Nidhu ର କି ଖୁସି cake🎂 ଦେଖିକି| ସଂକ୍ରାନ୍ତି ରେ ମନ୍ଦିର ଗଲି 🙏
ଆସିଗଲା ମାର୍ଗଶିର ମାସ 2nd ପାଳି ଗୁରୁବାର ପୂଜା🙏|ଆପଣ ଙ୍କୁ Happy Margasira🥰| ଚାଲନ୍ତୁ କରିବା ମାଲଷ୍ମୀ ଙ୍କ ପୂଜା
ଆଜି ହୋଉଛି ପ୍ରଥମାଷ୍ଟମି ପୂଜା🙏|ଏଥର Nidhi ମୋର Frist ପୂଜା ହେଲା🥰| 2nd ପାଳି ଗୁରୁବାର ଲାଗି ପୂଜା ସମାନ ଅଣା ହେଲା
ଆଜି ବହୁତ Special Day🥰|ମୋ ସାନ ଭାଇ ର MKCG Medical college ରେ ଥିଲା "White coat Ceremony"😍Proud moments
ଆସିଗଲା ମାର୍ଗଶିର ମାସ🥰| ମୁଁ କରିଲି 1st ପାଳି ମାର୍ଗଶିର ଗୁରୁବାର ପୂଜା🙏|ବାବୁ ର joining ଲାଗି Shopping suru👌
ଶ୍ରୀ ହରି ଙ୍କର🙏 ଆଶୀର୍ବାଦ ରୁ ଆଜି ଆମର ବହୁତ ବଡ ଆଶା ପୁରା ହେଲା🥰|ଆମେ ଭାଇ ଭଉଣୀ ପୁଣି ବାହାରିଲୁ ଭୁବନେଶ୍ୱର😍😁
ମୁଁ ବାହାରିଲି ମା' କାଳୀ ଙ୍କର ଦର୍ଶନ କରିବାକୁ🥰🙏|ବାବୁ କରିଲା ଶ୍ରୀ ହରି ଙ୍କର ପୂଜା🙏|Uncle ଙ୍କର Birthday🎂Party🎉
ଆସିଗଲା Diwali🎇|Mami ଘରେ ହେଲା ଡାଙ୍ଗ ଦେଖା🙏Happy Diwali🎆To All🎉|Full ବାଣ ଫୁଟିଲା🤟|Mami କରିଲା ଲଷ୍ମୀ ପୂଜା🙏
Diwali 🎇ରେ ଘର ସଫା କରିକି ଅବସ୍ଥା ଖରାପ ମୋର🤦♀️| ଧନତେରସ✨ ରେ କଣ କିଣିଲି ମୁଁ?Diwali Decuretion🎉
ଆଜି Frist time ମୁଁ ବାହାରିଲି ପାରଳାଖେମୁଣ୍ଡି ବୁଲିବାକୁ🥰| Police reserve ରେ ବାବା ସହ ଦୁର୍ଗାପୂଜା🙏ଦେଖିଲୁ👌❤️
ଆମେ ସବୁ ବାହାରିଲୁ ଦୁର୍ଗାପୂଜା ମେଢ଼ ଦେଖିବାକୁ🥰| Happy Dasahara To All🙏| Aditya ର ଦୋକାନରେ ଆଜି ପୂଜା ହେଲା
Nidhi(Janvi) Pre birthday🎂 celebration Album🥰
ଏ ବର୍ଷ ର Navaratri ରେ ଆମେ ସବୁ Dandiya night's ରେ କରିଲୁ Full enjoy🤘|ମୋର ଝିଅ ବି Full ନାଚିଲା😘🤦♀️
ଆମେ ସବୁ ବାହାରିଲୁ ଗୋଶାଣୀନୁଆଗାଁ ମା' କାଳୁଆ ଯାତ୍ରା 🙏 ଦେଖିବକୁ🥰..କୁମାରପୂର୍ଣ୍ଣିମା ରେ ମା ଙ୍କର ଦର୍ଶନ କରିଲୁ😊
ମୋ ମାମି ଘରେ ଆଜି ହେଲା କୁମାରପୂର୍ଣ୍ଣିମା ପୂଜା🙏 |ଅଜା&ନାତୁଣୀ🤦♀️ କରିଲେ Full Masti ♥️
ଆଜି Frist time ଆମେ ଦେଖିବାକୁ ଗଲୁ Randha ଯାତ୍ରା 🤘|କରିଲୁ Full Enjoy😁
ମୋ ବାବା କରିଲେ ଆମ ସବୁ ଲାଗି ଦଶହରା Shopping🥰| ମୋର ଶାଢ଼ୀ Mast ହେଇଛି🤘|ବଢିଆ Dress ଆଉ Saree ଆସିଛି Market ରେ😁
ଆଜି ବହୁତ Special day ରେ Celebration ହେଲା ମୋ ସାନ ଭଉଣୀ ର Birthday🎂| Happy Birthday to you Sikha🥰Enjoy
Ganesh puja Special Vlog🙏🥰| Mami କରିଲା ବହୁତ ସୁନ୍ଦର ପୂଜା 🙏| ଏଥର ମୁଁ ମୋର ଘରେ🥲କରିପାରିଲିନି ଗଣେଶ ପୂଜା🤦♀️
Suddenly ମୁଁ ଆଉ ମୋ ଭାଇ କଣ ପାଇଁ ବାହାରିଲୁ ଭୁବନେଶ୍ୱର🤷♀️🤦♀️ଯିବା ପାଇଁ | Happy Janmasthmi To All🙏🥰
Rakhi Purnima Special Vlog❤️| Mami ର କି ଖୁସି😃ବହୁତ ଦିନ ପରେ ମାମୁଁ ଆସିଲେ ରାଖୀ ବାନ୍ଧିବକୁ| Gifts Time🎉
SAIYAARA Movie❤️ ଦେଖିକି ଆସିଲା ଆଖି ରେ ଲୁହ😭| ରାକ୍ଷୀପୂର୍ଣିମା Time ଆସିଗଲା🩷| Rakhi and Mitha Shopping🥰
ଆମେ ଦୁଇ ଭଉଣୀ ବାହାରିଲୁ Hotel ରେ ମୋର Best Friend ର Birthday🎂 Dinner Party ଲାଗି🤘| Full Masti କରିଲୁ 🥰
Happy Birthday🎂 To u Babu🥰 |Mami ଦେଲା ବାବୁ ର Birthday🎉 Party🤘|Cake🎂 ଟା Mast ଥିଲା😉|Full Masti କରିଲୁ😎
Mami ମୋର ବହୁତ Kanjus🤦♀️ଆଜି ଜଣା ପଡିଲା😆|Nidhi ଆଉ ତା ଆଇ ମିଶିକି ଆମ୍ବ ଚୋରି କରିଲେ🤷♀️|ମୋ ଝିଅ ର newfriend
ବାବା ଦେଲେ Hotel ରେ Party🎉🤘| ସବୁ ମିଶିକି ଗଲୁ Darsanpark Hotel🩷|ଆମେ କରିଲୁ Full Masti🥰
ବାବା ଆଣିଲେ ରଥଯାତ୍ରା ରୁ ବହୁତ ସାରା ଖେଳନା Nidhi ଲାଗି 🥰| Biriyani🥲 ଆଣିକି ମୋର ପଇସା ପୁରା ନଷ୍ଟ ହୋଇଗଲା 🤦♀️
ସୁନାବେଶ Special Vlog 2025🙏| Jagannath Rathayatra🥰🙏| Puri dham❤️
ଆସିଲା Puri ରୁ ମହାପ୍ରଭୁ ଜଗନ୍ନାଥ ଙ୍କର ଡାକରା 🙏|ମୁଁ ବହୁତ ଖୁସି ଜଗା ଦର୍ଶନ ଲାଗି🥰|Berhampur to puri ❤️