Mayur & Divya Vlogs

(Mayur & Divya familyvlog@):

ନମସ୍କାର! 🙏

ଆମେ Mayur & Divya, ଏହି ଚ୍ୟାନେଲରେ ଆପଣମାନେ ପାଇପାରିବେ ଆମ ଦୈନିକ ଘରୋଇ ଜୀବନ, ପରିବାରିକ ମନ୍ତ୍ରଣା, ରାନ୍ଧଣା, ଭ୍ରମଣ, ଓ ଗ୍ରାମ୍ୟ ଜୀବନ ର ମିଠା ମିଠା ଅନୁଭୂତି। 😊

📹 ଦିନ ପ୍ରତିଦିନ ଘର ଭିତରେ କଣ ଚାଲିଛି, ଆମର ପରିବାର କଣ କରୁଛନ୍ତି, ଏବଂ ଆମ ସହ ହସି ଖୁସି ମୁହୂର୍ତ୍ତ ଆପଣଙ୍କ ସହ





👉 ଭିଡିଓ ଭଲ ଲାଗିଲେ Like, Comment ଓ Share କରନ୍ତୁ
👉 ଏହି ନିଜ ଘର ପରି ଲାଗିଲେ Subscribe କରି ସହଯୋଗ କରନ୍ତୁ I