Odia Vlogger in the USA

ନମସ୍କାର 🙏 ଜୟ ଜଗନ୍ନାଥ
ମୁଁ ହେଉଛି ରୋଜାଲିନ ଆଉ ମୋ ସ୍ୱାମୀ କ୍ଷିତୀଶ ,ଘର ଭୁବନେଶ୍ୱର , ଏବେ ଆମେ ଆମେରିକା ରେ ରହୁଛୁI ଓଡିଶାର ପ୍ରତ୍ୟେକଟି ବ୍ୟକ୍ତି ବିଶେଷଙ୍କ ସହିତ ଯୋଡି ହୋଇ ରହିବା ପାଇଁ ଆମର ଏହି Vlogging Channel ଟି ଆମେ Create କରିଛୁ I ଆପଣ ମାନେ ଏଥିରେ ଆମର daily simple lifestyle vlog videos, America ର lifestyle,Travel Videos ,Cooking experiments , Haul videos ଏହିପରି ବିଭିନ୍ନ ପ୍ରକାରର ନୂଆ ନୂଆ Videos ଦେଖିବାକୁ ପାଇବେ I ଆପଣ ମାନଙ୍କୁ ଆମ ଭିଡ଼ିଓ ଗୁଡିକ ଭଲ ଲାଗିଲେ ଭିଡ଼ିଓ କୁ ଗୋଟେ Like 👍 ଆଉ ଆମ channel କୁ Subscribe କରି ଦେବେ I
Your love continues...
1- 500 Subscribers milestone on 2nd June 2020
2- 1000 Subscribers milestone on 6th June 2020
3- 10K Subscribers milestone on 19th Sept 2020
4- 50K subscribers milestone on 22nd Nov 2021
ଧନ୍ୟବାଦ 🙏