BK Ganjam

ଜୟ ଜଗନ୍ନାଥ 🙏 BK Ganjam Channel ରେ ଆପଣମାନେ ଆପଣମାନଙ୍କର ସବୁ ପୌରାଣିକ ନାଟକ ବା ମୋନରଞ୍ଜନ କାର୍ଯ୍ୟକ୍ରମ ଗୁଡ଼ିକ ଦେଖିପାରିବେ ତଥା:
ରାମାୟଣ, ମହାଭାରତ, ଓପେରା, ମେଲୋଡ଼ି,ଭାରତଳିଳା,ପ୍ରହଲ୍ଲାଦ ନାଟକ ଓ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ନାଚ ଏପରି ପୌରାଣିକ ଓ ମନୋରଞ୍ଜନ ବା ରଙ୍ଗାରଙ୍ଗ କର୍ଯ୍ୟକ୍ରମ ଗୁଡ଼ିକ ଦେଖିପାରିବେ ତେଣୁ ମୋର ଏହି BK Ganjam YouTube Channel କୁ Subscribe କରନ୍ତୁ ଓ ପାଖରେ ଥିବା ଘଣ୍ଟି ଚିହ୍ନ ଟିକୁ ଦବେଇ ଦିଅନ୍ତୁ ।
ଆମ ସହିତ ଯୋଗାଯୋଗ କରିବା ପାଇଁ Instagram & Facebook ରେ message କରନ୍ତୁ ।
Insta 🆔 – Ganjam Sanskruti
Facebook 🆔 - Ganjam Sanskruti