Chandan Info.

ନମସ୍କାର ସାଙ୍ଗମାନେ ଆପଣମାନଙ୍କୁ ମୋର Youtube channel ``ଆମ ଗାଁ'' କୁ ସ୍ବାଗତ ମୋର ଏହି ଚେନେଲ୍ ଦ୍ବାରା ମୋର ଗୋଟିଏ ଲକ୍ଷ୍ୟ ଯେ ମୁଁ ଓଡ଼ିଶା ବାସୀଙ୍କୁ ସମସ୍ତ ପ୍ରକାର informatic ଓ ଜରୁରୀ ସମ୍ବାଦ ଏବଂ ସରକାରୀ ଯୋଜନାକୁ ସରଳ ଭାଷାରେ ବୁଝାଇବା ତ ଆଶା କରୁଛି ମୋର ଏହି ଭିଡିଓ ସବୁ ଆପଣମାନଙ୍କୁ ବହୁତ ସାହାଯ୍ୟ କରିବ ଭିଡିଓ ଭଲ ଲାଗିଲେ ଲାଇକ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେଆର୍ କରିବା ପାଇଁ ଭୁଲିବେ ନାହିଁ thank you So Much

Jay Jagannath