Riya Dey
Welcome to Riya’s World! 🌟
Hey there, I’m Riya! On this channel, I’ll be sharing everything that makes life exciting — from fun vlogs to creative shorts! You’ll find a blend of family moments, delicious food adventures, travel diaries, the latest in fashion, beauty tips, and behind-the-scenes shooting fun. Whether you’re looking for inspiration, laughter, or just a sneak peek into my everyday life, you’re in the right place.
Join me on this incredible journey — don't forget to hit subscribe, and let's make memories together! 🌍✨
ମଜା ସହ ମିଳିଲା ସଜା😫shooting setରେ କଣ ସବୁ ହେଲା😈କେଡ଼େ ଫୁଲେଇ ସ୍ୱାମୀଟେ ମୋର🙂↔️
ଚାଲନ୍ତୁ ଦେଖିବା ମୋ ଦିନ କେମିତି କଟିଲା ଓ କିଏ କଣ surprise ଦେଲେ ମୋତେ?🤩🥳🥰
ଏଇ airlineରେ ବିଲକୁଲ fly କରିବା ଉଚିତ ନୁହଁ..ସବୁବେଳେ ଅସୁବିଧା..ଏମିତି ହଇରାଣ କରିବେ ଭାବି ନଥିଲୁ🤯
Switzerland ରେ last day ରେ ଆମେ ଗୋଟେ ଏମିତି ନିର୍ଜନ ଜାଗାକୁ ଗଲୁ ଯେଉଁଠି କେହି ଯାନ୍ତିନି ପ୍ରାୟ🥵କଣ ତାର ରହସ୍ୟ
ଦୁନିଆର ସବୁଠୁ ସୁନ୍ଦର ଟ୍ରେନ୍ journey🚂ଏମିତି ଝଗଡ଼ା ଯେ ସବୁ ବେକାର ହେଇଗଲା😔trainବି miss କରିଦେଲୁ🥵ସ୍ୱର୍ଗ ବୋଧେ
ଏଥର ବାଲିଯାତ୍ରାରେ କଣ କଲୁ,କଣ କିଣିଲୁ,କଣ ଖାଇଲୁ, କାହା ସହ ଭେଟ ହେଲା ଚାଲନ୍ତୁ ଦେଖିବା.Challengeରେ ମୁଁ ଜିତିଗଲି
କେମିତି ରହିଲା Abudhabi trip..କେଉଁଠି ସବୁ ବୁଲିଲି ଆଉ ଘର ଲେଉଟାଣିରେ ସୁନିଲଙ୍କ reaction..
ସୁନିଲଙ୍କ ହସରୁ ସତ ଧରା ପଡ଼ିଗଲା🥵ମୋ ସାଙ୍ଗରେ ହିଁ ସବୁବେଳେ ଏମିତି କାହିଁକି ହୁଏ😢ହଠାତ୍ ABUDHABI କାହିଁକି ଗଲି?
କେତେ ବରଫ😱ପାହାଡ଼ ଉପରେ ନବାକୁ ଏତେ ପଇସା🥵ଶେଷରେ ପୁରା loss😟
ଆଜି ପୁରା ମଜା ଆସିଗଲା..ଏମିତି experience ହବ ଭାବି ନଥିଲୁ..ସୁନିଲ challenge ରେ ହାରିଗଲେ
Girlfriend କଥା ଶୁଣିକି ମୁଁ jealous😡ଭଗବାନ କଣ ଖାଇଦେଲି ମୁଁ🤮ଏତେ ଡରିବାର କାରଣ କଣ🥵କଉଠି ପଳେଇଲୁ ଆମେ😱
ଏତେ ଦିନର ସ୍ୱପ୍ନ ପୁରା ହେଲା❤️Switzerland ରେ ଖାଇଲୁ ମଟନ୍ କଷା ଆଉ ଭାତ🤤ପରିବା କିଏ ପକାଏ ମଟନ୍ ରେ🙆🏻♀️
କଣ ହେଲା ଭଗବାନ୍🥵ଆଜି ଯାଏଁ ଏମିତି ହେଇ ନଥିଲା🫢lifetime experience ପୁରାପୁରି🥶
Paris ରେ ପହଞ୍ଚୁ ପହଞ୍ଚୁ ଦୁର୍ଘଟଣା🥵 ପୋଲିସ୍ କାହିଁକି ଗୋଡ଼ଇଲେ? କଣ ହେଲା ଚାଲନ୍ତୁ ଦେଖିବା
କେଉଁଠି କୁ ବାହାରିଲୁ ଆମେ? କାହା ସହିତ ଦେଖା ହେଲା❤️ଏତେ tension 🥵
କାହିଁକି ହେଲା ମୋ ମନ ଦୁଃଖ ଶେଷରେ ଜାଣିବେ😔ଚାଲନ୍ତୁ ଦେଖିବା ଜନ୍ମଦିନ vlog part-2ରେ କଣ ସବୁ ହେଲା
ବୁଢ଼ା ବୟସରେ ନିଜ ମାଁ, ବାପାକୁ ବେସାହାରା ଛାଡ଼ିଦବାଟା କଣ ଠିକ୍? BIRTHDAY VLOG PART-1🧿💝💐🎂
ଏଗୁଡ଼ାକ କି କଥା କହିଲେ🤦🏻♀️ଚାଲନ୍ତୁ ଦେଖିବା bag ଭିତରେ କଣ ଅଛି🧐cycle ଠିକରେ ଚଲେଇଲି ତ?🤨
ପ୍ରଥମଥର ଏମିତି ପରୀକ୍ଷା ଦେଲି.ବହୁତ ଡର ଲାଗୁଥିଲା😰ପରୀକ୍ଷା ଫଳର ମତାମତ କଣ?
Support କରିଲି ବୋଲି ମୋତେ personal attack🤦🏻♀️accident ପର ଅବସ୍ଥା🥺
ଏତେବଡ଼ ବିପତ୍ତିରୁ ମାଁ ରକ୍ଷା କଲେ🙏🏻ମନଟା କାଇଁ ଭାରି ଦୁଃଖ😔nazar is real🧿ଆର ବର୍ଷ ପୂଜାକୁ ଅପେକ୍ଷା❤️
କିଏ ସେ ଝିଅ ଯାହା ସହିତ ଏସବୁ ଘଟୁଛି? ସମସ୍ତଂକ କାହାଣୀ ଶୁଣିଲେ ଲୋମ ଟାଂକୁରି ଯିବ😔ଗୋଟେ ପରେ ଗୋଟେ ଧମକ
ଭିଡିଓଟି ଶେଷଯାଏଁ ଦେଖିବେ please.ସ୍ୱାମୀ ବୋଲି ସ୍ତ୍ରୀକୁ ପିଟିବ?ୟାର ଉଚିତ୍ ଦଣ୍ଡ କଣ?ଏତେ ଖରାପ କାମ ଛିଃ
ସୁନିଲ ଏଇଟା ଠିକ୍ କଥା ନୁହଁ😭ଏମିତି challenge କିଏ ଦିଏ😡ହାରିଲି ନା ଜିତିଲି🥺ଏମିତି shopping କେବେ କରିନଥିଲି😵💫
Hyderabad ରେ shadab biryani ଏତେ famous କାହିଁକି🤔ଆମେ ଓଡ଼ିଆ ଭାରି ବଢ଼ିଆ🫶🏻ଜୟ ଜଗନ୍ନାଥ🙏🏻
Last time train journey କଥା ମନେପକେଇକି କାହିଁକି emotional ହେଇଗଲି😭ଧନ୍ୟ ଏମିତି ମିଡିଆବାଲା ସବୁ🤯ଆମେ କଉଠି ଗଲୁ
ବର୍ଷା ପାଗକୁ ଦେଶୀ ମଟନ୍🤤ରାନ୍ଧିଲେ ପୁଣି ସ୍ୱାମୀ🧑🍳ଅଦ୍ଭୁତ ପ୍ରଶ୍ନ ସବୁ ମୋ ସ୍ୱାମୀର🥵ରାଗ ଋଷା ମଜା ମସ୍ତି ସହ ରୋଷେଇ
କେଉଁଠି ଗଲୁ ବୁଲି,କଣ shopping କଲୁ,କଣ tragedy ହେଲା ଆମ ସହିତ,ମୋ ଦେହ କାଇଁ ଖରାପ ହେଲା,କେତେ ମଜା କଲୁ ଦେଖନ୍ତୁ❤️
ନାୟିକା ଓ ଗାୟିକା ମଧ୍ୟରେ confusion🤭flight ସାରା କଣ ଗପିଲୁ🫣ସୁନିଲକୁ ଛାଡ଼ିକି କେଉଁଠି ଗଲି?ganesh puja vlog
Skincare କରୁ କରୁ ଏମିତି ସବୁ ପ୍ରଶ୍ନ ପଚାରିଲି ଯେ ସ୍ୱାମୀ ପୁରା tension🥵🤭