MR CHIKU_VLOG

ଜୟ ଜଗନ୍ନାଥ 🔴‼️🔴


👉🏻ନୂଆ ରଙ୍ଗ ରେ ଆପଣ ମାନଙ୍କ ପାଖକୁ ନେଇ ଆସିବି ଆପଣଙ୍କ ମନ ପସନ୍ଦ ର 𝙫𝙞𝙙𝙚𝙤 ।। ଭାବୁଛି ଆପଣ ମାନଙ୍କୁ ଭଲଲାଗିବ 🙏
ମୁଁ ଚାହେଁ ନାହିଁ ହେବା ପାଇଁ ହିରୋ ନା ଚାହେଁ ହେବାପାଇଁ ବଡଲୋକ 😢
ମୁଁ ଚାହେଁ ଆପଣ ମାନଙ୍କ ଭଲପାଇବା ଭାବୁଛି ଆପଣ ମାନେ ମୋର ଏହି ଛୋଟ ଦୁନିଆ କୁ ଆପଣମାନଙ୍କ ଭଲପାଇବା ଦେଇ ଗୋଟିଏ ପରିବାର କରିଦେବେ ଏତିକି ମୋର ପ୍ରୟାସ🙏

👊ମୁଁ ଗୋଟେ ଖାଣ୍ଟି ଖଣ୍ଡାୟତ ଘର ପୁଅ 👊
🫶ମୁଁ ମୋ ଦେଶ ଭାରତ କୁ ନେଇ ବହୁତ ଗର୍ବ କରେ 🫶
😈 ମୁଁ ବାଲେଶ୍ଵର ଜିଲ୍ଲା ର ମୁଁ ପୁଅ 😈
.
.
.
.
.
.
.
.
.
.
. ତେଣୁ ଆପଣମାନଙ୍କ ଭଲ ପାଇବା ଆଉ ସପୋର୍ଟ ଆବଶ୍ୟକ 🫶🥹
.
.
ଏ ଛଟ ଭାଇର ହୁଦ୍ୟୟ ଯିଏ ବି ବୁଜିପାରିବେ SUBSCRIBE ଟେ ନିହାତି କରିବେ 🙏🫶🥹
#vlog