Mita Das Vlog
ଜୟ ଜଗନ୍ନାଥ🙏🙏
ଆପଣ ମାନଙ୍କୁ ମୁଁ ମୋର ଚ୍ୟାନେଲକୁ ସ୍ୱlଗତ କରୁଛି ❤️
ଆପଣ ମାନଙ୍କର ଭଲ ପାଇବା ମୋ ଉପରେ ସର୍ବଦା ଆଶ୍ରିବାଦ ହେଇ ରହିଥାଉ 😀
ଆପଣମାନଙ୍କ ସମର୍ଥନ ( Support )ମତେ ବେଶି ଆବଶ୍ୟକ ଯାହାଦ୍ୱାରା କି ମୁଁ ଓଡ଼ିଆ ସଂସ୍କୃତି କୁ ଭାରତରେ
ବିସ୍ତାର କରିପାରିବି🥰 ଯଦି ଆପଣ ମୋ ଭିଡ଼ିଓ ଦେଖୁଛନ୍ତି ତାହେଲେ ଭିଡ଼ିଓ କୁ Like, Comment, Share କରି ମୋ ଚ୍ୟାନେଲ କୁ ( Subscribe ) କରିଦିନ୍ତୁ ଯାହା ଦ୍ୱାରା କି ମୋ ଭିଡ଼ିଓ ଓଡିଶାର ଘରେ ଘରେ ଲୋକ ଦେଖିପାରିବେ🤩
ଆଶାକରୁଛି ଆମ ଓଡ଼ିଆ ସଂସ୍କୃତି କୁ ଆଗକୁ ନେବାପାଇଁ ଆପଣମାନେ ମତେ ସାହାଯ୍ୟ କରିବେ🙏
ରହିଲି ଜୟ ଜଗନ୍ନାଥ 🙏ଜୟ ମା ତାରିଣୀ 🙏
( ଧନ୍ୟବାଦ ଆପଙ୍କର ଦିନ ଗୁଡିକ ମଙ୍ଗଳ ହେଉ )
ଦେଶୀ ମାଛ ଭଜା କୁ ପଖାଳ ଭାତ 😋 |Trending video |YouTube video |viral Vlog
ଆସ ଯିବା ପୋଷ୍ଟ ଅଫିସ୍🏠 |As Jiba Post office |Trending video |YouTube video
ଖିରି ଚଟା 😋 | Khiri Chata🥰 | Trending video |youtube video |viral Vlog
prathama Astami 🙏 | ପ୍ରଥମା ଅଷ୍ଟମୀ 😀|YouTube video |Trending video
ଆସ ବୁଲିଯିବା କଟକ ପ୍ରସିଦ୍ଧ ବାଲିଯାତ୍ରା 😀 | Trending video |YouTube video
Hadagarh dam, Keonjhar 😀 |Sundara Odisha | MitaDasVlog
Maa Tarini Temple Ghatagaon Keonjhar 🙏| ମା ତାରିଣୀ ପୀଠ ଘଟଗାଁ କେନ୍ଦୁଝର.
ଆସନ୍ତୁ ଦେଖିବା ବଡ଼ଓଷା ପୂଜା 🙏 | Bada Osha Puja 🙏 | YouTube video | viral video |Vlog
କାର୍ତ୍ତିକ ପୂର୍ଣ୍ଣିମା 🙏|Trending video |YouTube video
ଆଜି ଆମେ ଗାଁ କୁ ଯାଉଛୁ 🥰 | OdiaVlog |YouTube video
ଆଜିର ରୋଷେଇ କୋଶଳା ଶାଗ କୁ ମୁଗ 😋 | Trending Video | YouTube video MitaDasVlog
ଆସ ଯିବା ଶିବ ମନ୍ଦିର 🙏| Trending video viral video
ପଖାଳ କଂସା ସହ କଲରା ଭଜା 😋 | Odia Traditional Food Vlog | ଓଡିଆ ଘରର ଦେଶୀ ଖାଦ୍ୟ 🍚🔥
ଆସନ୍ତୁ ଯିବା 99 ବଜାର 😍 | ଏଠାରେ ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହେବେ😀🔥 | Odia Trending Vlog
ପଖାଳ ଭାତ ସହ ଚିକେନ କସା 🍗 | ଓଡିଶାର ସ୍ବାଦ! ନିହାତୀ ଘରୋଇ ଖାଦ୍ୟ Vlog | ଭାଇରାଲ ଭିଡିଓ 2025
"Happy Diwali 2025 🪔 ଏହି ଦୀପାବଳି ଖୁସି ଓ ଆଲୋକର ଉତ୍ସବ ❤️✨ #ViralShorts"
"ମା'ର ଭଲପାଇବା 💖 | ପୁଅ ଓ ଝିଅଙ୍କୁ ଟ୍ୟୁସନ୍ ଛାଡି ଆସୁଥିବା ମା' |
“ଡାନ୍ସ କ୍ଲାସ୍ ପୁର୍ବରୁ ମା’ ନିଜ ଝିଅକୁ ହାତରେ ଖୁଆଇଲେ — ଏହି ଦୃଶ୍ୟ ଦେଖି ସବୁଠାରୁ ଆଖି ଭିଜାଇଲେ 😭💞”
🔥 “କୋବି ଆଳୁ ମାଛ ଝୋଳ | ଗାଁର ଦେଶୀ ସ୍ୱାଦ ର ଧମାକା 😋🐟 | Traditional Odia Fish Curry Recipe”
ଆମେ ଓଡ଼ିଆ ଭାରି ବଢ଼ିଆ ଆମ ପଖାଳ କଂସା ଭାରି ବଢ଼ିଆ 😋