Nagima Lohar

ନମସ୍କାର Friends..🙏🙏🙏

ସ୍ବାଗତ କରୁଛି ମୋ ୟୁଟୁବ୍ ଚ୍ୟାନେଲ (Nagima Lohar) କୁ
ଏଠାରେ ଆପଣ କ’ଣ ସିଖିବେ : ସହଜ ପଦ୍ଧତିରେ କେମିତି ବ୍ଲାଉଜ, ଡ୍ରେସ୍, କୁର୍ତ୍ତୀ, ପିକ, ଫ୍ରକ୍, ପର୍ସ ଏବଂ ବ୍ଲାଉଜ କୁ କିପରି କାଟିବା ସିଲେଇ କରିବା ! ଏବଂ ଲେଡିଜ ସୁଟ୍, ସାର୍ଟ ଓ ସବୁ ପ୍ରକାର ଲେଡିଜ item ଏବଂ ଡିଜାଇନ୍ ପୋଷାକ କିପରି ତିଆରି କରିବେ ! ଓ କିପରି ଜଣେ ଡିଜାଇନର୍ ହେବେ ଏବଂ ଅତି ସରଳ ସିଲେଇରୁ ଚମତ୍କାର ଡିଜାଇନ୍ କେମିତି ସିଲେଇ କରିପାରିବେ ଓ ସିଖି ପାରିବେ ଆମେ ଆପଣଙ୍କୁ ସବୁ ପ୍ରକାର ସାହାଯ୍ୟ କରିବୁ। ତେଣୁ ଆମର Latest ଡିଜାଇନ୍ ଭିଡିଓ ଗୁଡିକ ଦେଖୀବା ପାଇଁ ଆମ ଚ୍ୟାନେଲ ସହିତ Connected ରୁହନ୍ତୁ ..|

ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ 🔔 ସାପ୍ତାହିକ ବିଷୟବସ୍ତୁ ଭିଡିଓ ଗୁଡିକ ( content ) ପାଇଁ ଯାହା ଆପଣଙ୍କ ସିଲେଇ ଦକ୍ଷତାକୁ ପ୍ରେରଣା ଏବଂ ଉନ୍ନତ କରିବ । ଆପଣ ଆପଣଙ୍କ ସିଲେଇ ଶୈଳୀ ଏବଂ ବିଷୟବସ୍ତୁକୁ ଅଧିକ ସଠିକ୍ ଭାବରେ ଫିଟ୍ ଏବଂ ଫିଟିଙ୍ଗ ଓ ଆଡଜଷ୍ଟ କରିବା ପାଇଁ ଆପଣ ଆମର ଟେଲିଗ୍ରାମ ଚ୍ୟାନେଲ ଓ whatsapp ଚ୍ୟାନେଲ ରେ join କରନ୍ତୁ


WhatsApp channel Link :
https://whatsapp.com/channel/0029VbBe9M8D38CP5MX4I01W

Telegram group Link :
https://t.me/+9RnRMFaiGRA4YWNl

For business contacts email :
[email protected]