Ranjan Hantal

ଆପଣଙ୍କୁ ମୋ ଚ୍ୟାନେଲ ରେ ସ୍ବାଗତଂ ଜଣାଉଛି. ଆପଣ ମାନେ ଏହି ଚ୍ୟାନେଲରୁ ବହୁତ ସାରା ଦେସିଆ ଢେମସା,ନାଚ, ଗୀତ, ଦେଖି ପାରିବେ ସେଥିପାଇଁ ଆପଣ ମାନେ ମୋ ଚ୍ୟାନେଲ କୁ subscribe କରନ୍ତୁ ଓ ପାଖରେ ଥ‌ିବା ଘଣ୍ଟି ବଟନ୍ କୁ ଦୋବେଇ all Notification କୁ on କରି ରଖନ୍ତୁ,ଯାହା ଫଳରେ ଯେତେବେଳେ ମୁଁ ଭିଡିଓ ଅପଲୋଡ କରିବି ଆପଣ ମାନେ ସର୍ବ ପ୍ରଥମେ ଦେଖ୍ ପାରିବେ, ତେଣୁ ଆପଣ ମାନେ ମୋତେ ସହଯୋଗ କରନ୍ତୁ।
: Please Subscribe my Chennal
Live in #koraput At..Debagandhana.
ସମସ୍ତ ଙ୍କୁ ମୋର ଧନ୍ୟବାଦ....🙏