Prasad Studio

ନମସ୍କାର ଦର୍ଶକ ବନ୍ଧୁ । ମୁଁ ଆପଣ ମାନଙ୍କର Youtuber ଵିଷ୍ଣୁ ପ୍ରସାଦ ବେହେରା ( ପ୍ରସାଦ ଭାଇ ) କଣିହାଁ ଅନୁଗୋଳ , ମୋ - 8249527724 , Email id - b. lic790@gmail. com
ଆପଣ ମାନଙ୍କୁ youtube ଚାନେଲ Prassd studio କୁ ସ୍ୱାଗତ । ଆପଣ ଯଦି ମୋ ଚାନେଲ ସହିତ ନୂଆ କରି ଦେଖୁଛନ୍ତି ତା ହେଲେ ସର୍ବ ପ୍ରଥମେ ମୋ ଚାନେଲ ପ୍ରସାଦ ଷ୍ଟୁଡିଓ କୁ subscribe କରନ୍ତୁ ଏବଂ bell icoin କୁ on କରି ଦିଅନ୍ତୁ ଯାହା ଫଳରେ ମୋର ପ୍ରତ୍ୟେକ ନୂଆ ନୁଆ ଭିଡ଼ିଓ କୁ ପ୍ରଥମେ ଦେଖି ପାରିବେ । ରହିଲି ନମସ୍କାର । ଜୟ ଜଗନ୍ନାଥ ।
ବି . ଦ୍ର . :- ମୋ youtube ଚାନେଲ Prasad studio ମାଧ୍ୟମରେ ଆମ୍ଭର ଲୋକାୟିତ ହୋଇ ଯାଉ ଥିବା କାଯ୍ୟକ୍ରମ ଯଥା ପାରମ୍ପରିକ ଦଣ୍ଡନୃତ୍ୟ , ପାଲା , ଘୁଡିକି , ଦାସ କାଠିଆ , ସଂକୀର୍ତ୍ତନ , ମେଳା ମହୋତ୍ସବ , ଅଷ୍ଟ ପ୍ରହରୀ , ଯାତ୍ରା , ହୋମ , ପାରାୟଣ ଇତ୍ୟାଦି କୁ ଲୋକ ଲୋଚନ କୁ ଆଣିବା ପାଇଁ ଏକ ମାତ୍ର ପ୍ରୟାସ । କୌଣସି ଜାତି ପ୍ରଥା କିମ୍ବା ଅନ୍ୟ କାହାରିକୁ ଆକ୍ଷେପ କରି ନୃତ୍ୟ କରିବା ଉଦ୍ଦେଶ୍ୟ ନୁହେଁ କେବଳ ଟିକିଏ ମନୋରଞ୍ଜନ ପାଇଁ , ତେଣୁ ମୋର ସମସ୍ତ ଭାଇ ଭଉଣୀ ମାନଙ୍କୁ ନିବେଦନ କରି କହୁଛି ସମସ୍ତେ ମୋ ଚାନେଲ ପ୍ରସାଦ ଷ୍ଟୁଡିଓ କୁ subscribe କରନ୍ତୁ ଏବଂ ନୂଆ ନୂଆ ଭିଡ଼ିଓ କୁ ଦେଖି ବାର ସୁଯୋଗ ନିଅନ୍ତୁ ।