@Tilia Kirtan Official

ଜୟ ଶ୍ରୀ ରାମ🙏🏾 ରାଧେ ରାଧେ
ସମସ୍ତଙ୍କୁ ମୋର YouTube channel କେ ସ୍ଵାଗତ 🙏🏾
ଏହି ଚାଁନେଲ ମାଧ୍ୟମରେ ଆପଣ ମାନଙ୍କୁ ନୁଆଁ ନୁଆଁ ସଂକୀର୍ତ୍ତନ ଦଳ ଏବଂ ଗାୟକ, ଗାୟିକା ମାନଙ୍କର ସଂକୀର୍ତ୍ତନ ଆପଣ ମାନଙ୍କୁ ଦେଖାଇବା ପାଇଁ ଆମର ଗୋଟିଏ ଛୋଟ ପ୍ରୟାସ.ତେଣୁ ଏହି ୟୁଟୁବ୍ ଚାଁନେଲ କୁ ସସ୍‌କ୍ରାଇବ, ଲାଇକ ଓ କମେଣ୍ଟ କରନ୍ତୁ.






🙏🏾ଧନ୍ୟବାଦ ଜୟ ରାଧେ🙏🏾