AMA NAYAGARH NATAK

20K Subscribers

Ama Nayagarh Natak" କୁ ସ୍ୱାଗତ!
ଏଠାରେ ଆପଣମାନେ ପାଇବେ Nayagarh ର traditional drama, jatra, hasya natika, sankirtan ଓ gramin culture ର ସ୍ୱାଦ ।
ଆମ channelର ଲକ୍ଷ୍ୟ – ଗାଁର ମଞ୍ଚକୁ digital duniyaରେ ନେଇଆସିବା ଏବଂ ଆମ paramparaକୁ ସବୁଠାରେ ପହଞ୍ଚାଇବା।
👉 ଦିନକୁ ନୂଆ entertainment, comedy ଓ culture videos ପାଇଁ subscribe କରନ୍ତୁ।