Chinkey’s Tech & Travel🍁

HiI,,,,,Hello,,,,,ନମସ୍କାର🙏 ସାଙ୍ଗମାନେ
I’m Paramita Mohanta (Chinkey) ଜଣେ ଓଡିଆ ୟୁଟୁବର ।
ମୋର Youtube Channel ( Tech & Travel ) ରେ ମୁଁ ଆପଣ ମାନଂକୁ ବୁଲେଇ ନେବି ଆମ ଓଡିଶା ଏବଂ ଓଡିଶା ବାହାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ । ତା ସହ Youtube ରୁ ଆପଣ ମଧ୍ଯ କିପରି Income କରିବେ ତାହା ଜଣେଇବି ।
ମୋର ମୁଖ୍ଯ ଉଦ୍ଯେଶ୍ଯ Trip📍 କୁ Complete Plan ସହିତ ସବୁଠୁ Low Budget✅ ରେ କରିବା
Subscribe କରନ୍ତୁ ଆପଣଂକ New Friend ର YouTube Channel କୁ ॥

⭕️ଜୟ ଜଗନ୍ନାଥ⭕️




For Business inquiry- [email protected]