AV Creation

ପ୍ରଥମେ ସମସ୍ତ ଙ୍କେ ମୋର ଜୁହାର

ମୁଇଁ ଅଭୟ କୁମାର ହେର୍ଣ୍ଣା
ଆମର ଯେତେ ବି କୋଶଲ ରାଜ୍ୟ ର ପାରମ୍ପରିକ କଳା ଅଛେ, ଯାହା କେ ଆମେ ପୂରାତନ କାଳ ରୁ ଆମର ପୂର୍ବ ପୁରୁଷ ମାନେ ପ୍ରଦର୍ଶନ କରି ଆସୁଛନ୍ତି ଯେମିତିକି କଳାହାଣ୍ଡି ର ଘୁମୁରା, ନାଟ୍ୟ କଳା, ସଂକୀର୍ତ୍ତନ, ନାଗରା ବାଜା, ଇତ୍ୟାଦି ସେ କଳା କେ ମୁଇଁ ମୋର YOUTUBE ଚାଁନେଲ ଦ୍ୱାରା ଲୋକଲୋଚନ ଆଣବା କେ ଚେଷ୍ଟା କରୁଛେ
ଯାହାର ଦ୍ୱାରା ସାରା ଭାରତ ରେ
ଆମର କୋଶଲ ରାଜ୍ୟ ର କଳା କେ ଆହୁରି ପ୍ରଚାର ହେଉଛେ

ତ ଯେତେ ଆମର ଓଡିଶା ର, ଆମର ପଶ୍ଚିମ ଓଡ଼ିଶାର ବା କୋଶଲ ରାଜ୍ୟ ର ଭାଇ ଭଉଣୀ ମାନେ ଦୟାକରି ମୋର ଚାଁନେଲ କେ SUBSCRIBE କରନ୍ତୁ ଏବଂ ଲାଇକ ଓ ମିଠା ମିଠା କମେଣ୍ଟ କରନ୍ତୁ

ଆଉ ଯେଉଁ ମାନେ SUBSCRIBE କରିଛନ୍ତି
ସେମାନଙ୍କୁ ମୋର ହୃଦୟ ର ସହିତ ଧନ୍ୟବାଦ

ଇତି
ଆପଣ ମାନଙ୍କର ସାନ ଭାଇ
ଅଭି