Sanj Passion
Hello friends.... Jay Jagannath 🙏🌟
ଏ Channel ହଉଛି Cooking, Travelling, Lifestyle, Haul videos, Gardening, DIY, Beauty Tips & Home Decor ବିଷୟରେ। ଏ Channel completely ଓଡ଼ିଆ Language ରେ। ମୋ ନାଁ ଜୟନ୍ତୀ ❤️ ମୁଁ ଜଣେ ଓଡ଼ିଆ ଓ ଓଡ଼ିଆ ଲୋକ ମାନଙ୍କ ସହ ସବୁବେଳେ ମୁଁ ଯୋଡ଼ି ହୋଇ ରହିବାକୁ ଚାହେଁ.... ତେଣୁ ମୁଁ ଭାବିଲି ଆପଣ ମାନଙ୍କ ସହ ମୁଁ ମୋର life experience share କରିବି!! ଆମର transferring job🤣 ତେଣୁ ଅଲଗା ଅଲଗା Place କୁ ଆମର transfer ହୁଏ। ମୋ channel ଦ୍ଵାରା ମୁଁ ଆପଣ ମାନଙ୍କୁ ନୂଆ ନୂଆ ଜାଗା ବୁଲେଇ ଦେଖାଇବି। 🌟❤️ ମୁଁ ମୋ family ସହିତ ମିଶି ଆପଣଙ୍କୁ entertain କରିବାକୁ ଚେଷ୍ଟା କରିବି🙏 ଆଶା କରେ ଆପଣ ମାନଙ୍କୁ ଆମ video ଭଲ ଲାଗିବ ଓ ଆପଣଙ୍କ ଭଲ ପାଇବା ଆମ ସହ ସବୁବେଳେ ରହୁଥାଉ🙏 ଆପଣ ମାନଙ୍କର ଶୁଭ କାମନା ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନ 🙏🌟❤️
ଜୟ ଜଗନ୍ନାଥ 🙏💕
Please Like , Comment & Subscribe My Channel ❤️🙏
For Business Purpose Contact me at :
[email protected]
ଅପରାଜିତା ଗଛରୁ ଶୀତରେ ବି ପାଇବେ ଟୋକେଇ ଟୋକେଇ ଫୁଲ. ୧ ମୁଠାରେ ଶସ୍ତା ସାର ବଦଳରେ #aparajitaplant #sanjpassion
ବିନା ଖର୍ଚ୍ଚରେ ଗୋଲାପ ଗଛରେ ଫୁଟିବ ଫୁଲ, ଡେରୀ ନି କରି ଆଜି କରିନିଅନ୍ତୁ ଏହି କାମ.. #rose #sanjpassion
Bramha Kamal (ବ୍ରହ୍ମ କମଳ) ଗଛକୁ ବଞ୍ଚାନ୍ତୁ ଶୀତରୁ, ଘରୋଇ ଉପାୟରେ Bramha Kamal full care tips #sanj
ସେବତୀ ଗଛରେ ଶିଘ୍ର ଫୁଲ ଆସିବା ପାଇଁ ଏବେ କରିନିଅନ୍ତୁ , ୩ଟି କାମ/ ଫୁଲରେ ଭରିଯିବ ଗଛ #chrysanthemum #guldaudi
ପ୍ରଚଣ୍ଡ ଶୀତରେ ବି ଅପରାଜିତା ଗଛରେ ଫୁଟିବ ଅସଂଖ୍ୟ ଫୁଲ ,ଜାଣନ୍ତୁ କିପରି ? #aparajita #sanjpassion
ଅକ୍ଟୋବରରେ ଗୋଲାପ ଗଛରେ ତୁରନ୍ତ ଦିଅନ୍ତୁ ଏହି ଚମତ୍କାରୀ ସାର,୮ ଦିନର ଆସିବ ଫୁଲ ,କଢ #Rose #sanjpassioon
Areca Palm plant care Tips,How to Reporting Areca palm plant #sanjpassion #arecapaln #indoorplanta
ଟଗର ଗଛରୁ ବିନା ଖର୍ଟରେ ମରିବେ ପତ୍ର ମୋଡା ପୋକ ,ଫୁଟିବ ଟୋକେଇ ଟୋକୋଇ ଫୁଲ #chandini #sanjpassion
ମନ୍ଦାର ଗଛରୁ ଧଳା ଜଉପୋକ ,ନାଲି ପିମ୍ପୁଡିକୁ ମୂଳରୁ ମାରିବ ଏହି ଛୋଟିଆ ଜିନିଷ.Hibiscus full care tips..
ହାଇବ୍ରିଡ୍ କନିଅର (Almanda) ସମ୍ପୂର୍ଣ୍ଣ Care tips.. ମାତ୍ର ୧ କପ୍ ସାରରେ ଫୁଟିବ ଅସଂଖ୍ୟ ଫୁଲ/#Sanjpassion
September ରେ ଗୋଲାପ ଗଛରେ କି ସାର ଦେଲେ ୧୦୦/୧୦୦ ଫୁଲ ପାଇବେ,How to get maximum flowers on your rose plant
ସେବତୀ ଗଛରେ ତୁରନ୍ତ କରି ନିଅନ୍ତୁ ଏହି ଜରୁରୀ କାମ, ଆଗକୁ ପାଇବେ ପ୍ରଚୁର ଫୁଲ #guldaudi #sanjpassion
Bramhakamal ବ୍ରହ୍ମ କମଳର ଛୋଟ ଗଛରେ ଫୁଲ ଫୁଟୁ ନଥିଲେ, ନିଶ୍ଚିତ ଫୁଟିବ Bramhakamal care tips #sanj
Aparajita ଅପରଜିତା ଗଛର ସବୁ ସମସ୍ୟାକୁ ଦୂର କରିବ ଏହି ଅମୃତ ସାର, ଥରେ ଦିଅନ୍ତୁ ଓ ଦେଖନ୍ତୁ ଚ଼ମତ୍କାର #aparajita
Trending plant ଜେଡ୍ ପ୍ଲାଣ୍ଟ୍, jade plant.. ଧନର ଦେବତା କୁବେରଙ୍କର ପ୍ରିୟ ଗଛ jade plant full care tips 🙏
ମନ୍ଦାର ଗଛର ବଡ ଶତ୍ରୁ ଧଳା ଜଉପୋକକୁ ମାତ୍ର ୧ ଚାମଚରେ ଅତି ସହଜରେ ଦୂର କରନ୍ତୁ #hibiscus #sanjpassion
ଲଘୁଚାପର ଫାଇଦା ଉଠାଇ ଅଗଷ୍ଟ ମାସର ଆରମ୍ଭରେ ସବୁ ଫୁଲଗଛରେ ଏହି କାମ କରି ନିଅନ୍ତୁ,ପାଇବେ ଅସଂଖ୍ୟ ଫୁଲ #sanjpassion
ସୁଗନ୍ଧରାଜର ଛୋଟ ଗଛରେ ଫୁଟିବ ଫୁଲ, ଗାତ ଖୋଳି ପୋତି ଦିଅ ମାତ୍ର ଗୋଟିଏ ଜିନିଷ #gardeniacare
ବର୍ଷାଦିନେ ଟଗର ଗଛକୁ ପୋକ ଦାଉରୁ ରକ୍ଷାକରନ୍ତୁ ଓ ଅସଂଖ୍ୟ ଫୁଲ ପାଆନ୍ତୁ #chandniplantcaretips #sanjpassion
ଗୃହର ବାୟୁକୁ ଶୁଦ୍ଧ ରଖିବାକୁ ଚାହୁଁଥିଲେ ଆଜି ଲଗାନ୍ତୁ Snake plant,Best air purifier plant..
ତୁଳସୀ ଗଛକୁ ପିମ୍ପୁଡି,ଜଉପୋକ ଓ ଝିଣ୍ଟିକା ଦାଉରୁ ରକ୍ଷା କରନ୍ତୁ ଓ ଗଛକୁ ମରିବାରୁ ବଞ୍ଚାନ୍ତୁ,ଗହଳିଆ କରନ୍ତୁ #sanj
ହାଇବ୍ରିଡ୍ ଓ ଦେଶୀ ମନ୍ଦାର ଗଛରେ ଭର୍ତ୍ତି ହୋଇଯିବ କଢ ଫୁଲ, ଦେଇଦିଅନ୍ତୁ ମାତ୍ର ୧ ଚାମଚ୍.. କୌଣସି ପୋକ ବି ଲାଗିବେନି
ମାତ୍ର ୧କପ୍ ଏହି ଅମୃତ ସାର, ଗୋଲାପ ଗଛରେ ଆଣିବ ଅସଂଖ୍ୟ ଫୁଲ ,How to get more flowers in Rainyseason #sanj
How to save Bramhakamal in Rainyseason ବ୍ରହ୍ମ କମଳ ଗଛରେ ଏହି ଭୁଲ ବର୍ଷାଦିନେ କରନ୍ତୁ ନାହି ଗଛ ମରିଯାଇ ପାରେ
Jasmine Rainy care tips.. ବର୍ଷାଦିନେ ମଲ୍ଲୀ ଗଛର ଯତ୍ନ କିପରି ନେବେ ଓ ଅସଂଖ୍ୟ ଫୁଲ ପାଇବେ #jasmine #sanj
ବର୍ଷାର ଫାଇଦା ଉଠାଇ,ଗୋଲାପ ଗଛରେ ଅସଂଖ୍ୟ କଢ ଓ ଫୁଲ ପାଆନ୍ତୁ,ଘରୋଇ ସାର ମାତ୍ର ଅଧ ଚ଼ାମଚ଼ର ଯାଦୁ #rose #sanj
ଶୁଖିଲା ତୁଳସୀ ଗଛ ହେବ ଗହଳିଆ ,ଦେଇ ଦିଅନ୍ତୁ ମାତ୍ର ୧ ମୁଠା ଘରୋଇ ସାର..Tulsi plant easy care..#tulsi #sanj
ବ୍ରହ୍ମ କମଳ(Bramha kamala)ରେ କଢ ନ ଆସିବା,ଗଛ ନ ବଢିବା, ଆଦି ସମସ୍ୟାକୁ ଦୂର କରିବ,ଚ଼ମତ୍କାରୀ ସାର #brahmakamal
ହାଇବ୍ରିଡ୍ ଓ ଦେଶୀ ମନ୍ଦାର ଗଛରେ ଅଧିକ ଫୁଲ କିପରି ପାଇବେ ଓ ଜଉ ପୋକକୁ କିପରି ସବୁଦିନ ପାଇଁ ଦୂର କରିବେ/full tips..
ଫୁଲ ତୋଡା ପରି ଲାଗିବ Almanda(କନିଅର) ଗଛଟି,ଦେଇ ଦିଅନ୍ତୁ ମାତ୍ର ୧ ମୁଠା ଏହି ମ୍ୟାଜିକ ସାର #sanjpassion