Odia Instant Learning

ନମସ୍କାର 🌝👀🙏
ଆପଣଙ୍କର ପ୍ରିୟ ଚ୍ୟାନେଲ (Odia Instant Learning) କୁ ଢେର୍ ସାରା ଶୁଭେଚ୍ଛା .. 🎈🎋🎈

ଏହି channel ରେ ଓଡ଼ିଆ medium ଦଶମଶ୍ରେଣୀ ଓ ନବମ ଶ୍ରେଣୀର ର ପାଠ୍ୟପୁସ୍ତକ ଗଣିତ ଏବଂ ଜ୍ୟାମିତି ବିଷୟର ପ୍ରଶ୍ନୋତ୍ତର ଆଲୋଚନା କରାଯାଉଅଛି...

ଯଦି ଆପଣଙ୍କ ଆମ channel ରେ ନୂଆ କରି visit କରୁଛନ୍ତି ତେବେ ଦୟାକରି ଆମ channel କୁ subscribe କରନ୍ତୁ.... ଧନ୍ୟବାଦ 👍