Shrutilipi

ଗପ ଶୁଣିବା, ଗପ ଶୁଣିଲେ ମନ ହାଲକା ହେବ | ମନ ହାଲକା ହେଲେ ସବୁକାମ ସୁରୁଖୁରୁରେ ହୋଇଯିବ | ଗପରୁ ଶିଖିବା, ଆମର ଅନେକ ଅଛିଣ୍ଡା କଥା ଛିଡ଼ିଯିବ, ଅବୁଝା କଥା ବୁଝି ହୋଇଯିବ, ଅଜଣା କଥା ଜାଣିହେବ | ଗପ ସବୁବେଳେ ଗପ ହେଲେବି ତା ଭିତରେ କୋଉଠି ନା କୋଉଠି ଲୁଚି ରହିଛେ ଆମେ.............