Study Success

ପିଲାମାନେ Study Success channel ରେ ସମସ୍ତଙ୍କୁ ସ୍ବାଗତ......

ଭାରତ ଇତିହାସ ଏକ ଗିରି ସଦୃଶ ବିଶାଳ ଅଟେ ଏବଂ ସେହି ଇତିହାସର କିଛି ଘଟଣା ଆମକୁ ପର୍ବତ ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲ ଭଳି ଲାଗିଥାଏ । ଯାହାକି ସେଗୁଡିକୁ ବୁଝି ମନେ ରଖିବା ପାଇଁ ଭାରି କଷ୍ଟ ହୋଇଥାଏ। ତେଣୁ ଆମ channel ସମସ୍ତ ଘଟଣା କାହାଣୀ ମାଧ୍ୟମରେ ପ୍ରକାଶ କରିଥାଏ । ଯାହାଦ୍ବାରା ଆପଣମାନେ ତାକୁ ଶୀଘ୍ର ବୁଝି ମନେ ରଖି ପାରିବେ ।

କେବଳ ଏତିକି ନୁହେଁ ଅଧିକାଂଶ ପିଲା ଇତିହାସ ପଢ଼ିବା ପାଇଁ ଆଗ୍ରହୀ ନ ଥାନ୍ତି ।କିନ୍ତୁ ମୁଁ ସେମାନଙ୍କ ମନରେ ଇତିହାସ ପ୍ରତି ଆଗ୍ରହ ସୃଷ୍ଟି କରିବି ଏବଂ ସେମାନେ ଯେମିତି ଇତିହାସ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଯେପରି ଇଚ୍ଛୁକ ହେବେ ।

ମୋର ଆଶା ଆପଣମାନେ ମୋ ଭିଡିଓ ଦେଖି ଭଲ ନମ୍ବର ରଖିବେ। ସେଥି ପାଇଁ ମୁଁ ସର୍ବଦା ଚେଷ୍ଟାକରୁଛି ।

ତେଣୁ ଆମ channel କୁ ଆପଣମାନେ subscribe କରନ୍ତୁ। ଯାହାଦ୍ଵାରା ନୂତନ ନୂତନ video ଗୁଡ଼ିକ ଆପଣଙ୍କ ପାଖରେ ପହଞ୍ଚି ପାରିବ । ତା ସହିତ ଭିଡିଓ ଗୁଡ଼ିକୁ Like କରନ୍ତୁ। ଯାହାଫଳରେ ମୋତେ ପ୍ରେରଣା ମିଳିବ video ତିଆରି କରିବା ପାଇଁ । ଆଉ ତମ ସାଙ୍ଗସାଥୀ ବନ୍ଧୁବର୍ଗ ମାନଙ୍କୁ ମଧ୍ୟ share କରନ୍ତୁ। ସେମାନେ ମଧ୍ୟ ଆମ video ra ସୁଫଳ ପାଆନ୍ତୁ।

ଧନ୍ୟବାଦ 🙏🏻