Perfect Real News

ପ୍ରିୟ ଦର୍ଶକ ଭାଇ ଭଉଣୀମାନେ ଏହି ଚ୍ୟାନେଲରେ କିଛି ଅନୁସନ୍ଧାନମୂଳକ ସତ୍ୟ ଘଟଣାକୁ ପ୍ରକାଶ କରାଯାଏ, ଯାହା କିଛି ବିଭିନ୍ନ ଗଣମାଧ୍ୟମ, ପତ୍ରପତ୍ରିକା ଇତ୍ୟାଦିରୁ ସଂଗୃହୀତ ଅଟେ l ଯଦିଓ ପ୍ରକାଶିତ ଘଟଣାଗୁଡ଼ିକ ସମ୍ପର୍କରେ ଚ୍ୟାନେଲ ତରଫରୁ କୌଣସି ବାସ୍ତବ ଅନୁସନ୍ଧାନ କରାଯାଇ ନଥାଏ, ତଥାପି ସବୁବେଳେ ବାସ୍ତବ ଘଟଣାକୁ ଏଥିରେ ସ୍ଥାନିତ କରିବାକୁ ଆମେ ଚେଷ୍ଟା କରୁଛୁ l ତା ସତ୍ୱେ ବି ହୁଏତ କିଛି ଭୁଲଭଟକା ରହିଯାଇପାରେ l ତେଣୁ ଏହି ଚ୍ୟାନେଲରେ ପ୍ରସାରିତ ଭିଡିଓଗୁଡ଼ିକର ତଥ୍ୟକୁ ବିଶ୍ୱାସ କରିବା ବାଧ୍ୟତା ନୁହେଁ ବରଂ ତାହା ଆପଣଙ୍କ ନିଜସ୍ୱ ନିଷ୍ପତ୍ତି l ଏଣୁ ସେ ସମ୍ପର୍କୀୟ ବାଦବିବାଦକୁ ପକ୍ଷ କରି ଆପଣ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିପାରିବେ ନାହିଁ l ଭିଡିଓ ଦେଖି ଲାଇକ ଏବଂ ସେୟାର କରିବା ସହିତ ଏପର୍ଯ୍ୟନ୍ତ ଏ ଚ୍ୟାନେଲକୁ ସବ୍ସକ୍ରାଇବ୍ ନକରିଥିଲେ ଏବେ ହିଁ ସବ୍ସକ୍ରାଇବ୍ କରିଦିଅନ୍ତୁ l ଧନ୍ୟବାଦ