Amara Jatra

ରାତିର ଅନ୍ଧାରରେ ଯେତେବେଳେ ତାରାମାନେ ଘୁମେଇ ପଡ଼ନ୍ତି, ମଞ୍ଚରେ ଅଭିନୟ କରେ କଳାକାର । କନ୍ଦାଏ, ହସାଏ, ରଗାଏ, ରୁଷାଏ, ଡରାଏ.. ପୁଣି ଜୀବନର ଗହନ ଗଣିତ ପଢ଼ାଏ । ପ୍ରତି ଓଡ଼ିଆଙ୍କ ପ୍ରାଣରେ ରହିଛି ଯାତ୍ରାର ପୁଲକ । ନିଃଶ୍ୱାସରେ ରହିଛି ଅଭିନୟର ନିଶା । ସେଥିପାଇଁ ଓଡ଼ିଶାର ପ୍ରାଚୀନ ଲୋକକଳା ଯାତ୍ରା.. ସେଇ ପେଣ୍ଡାଲର ଯାତ୍ରାସବୁରୁ ବାଛିକି ଆଣିବାର ପ୍ରତିଶୃତି ଦେଇ ଆରମ୍ଭ ହୋଇଛି ‘ଆମର ଯାତ୍ରା’ ୟୁଟ୍ୟୁବ୍ ଚ୍ୟାନେଲ । ଏଥିରେ ଆପଣ ମାନେ ବଡ଼ ବଡ଼ ଯାତ୍ରାପାର୍ଟିଙ୍କ ଲୋକପ୍ରିୟ ସମ୍ପୂର୍ଣ୍ଣ ଯାତ୍ରା, ମଜେଦାର ଯାତ୍ରା କ୍ଲିପ୍‌, ଯାତ୍ରା ଗୀତ, ଯାତ୍ରା କଳାକାର ମାନଙ୍କ ଇଣ୍ଟରଭିଉ ଓ ଯାତ୍ରାଜଗତର ଅନ୍ୟାନ୍ୟ ଖବର ସବୁ ଦେଖି ପାରିବେ । ଆଜି ହିଁ ସବସ୍କ୍ରାଇବ କରନ୍ତୁ ଓ ନୋଟିଫିକେସନ ପାଇଁ ବେଲ ବଟନକୁ ପ୍ରେସ୍ କରନ୍ତୁ ।

Amara Jatra one stop hub for Odia Jatra